ahe jagannatha he narayana odia song lyrics in odia language

ODIA SONG LYRICS

ଆହେ ଜଗନ୍ନାଥ ହେ ନାରାୟଣ 
ହେ ମାଧବ ମଧୁସୂଦନ

Ahe Jagannatha He Narayana Odia Song Lyrics In Odia Language

ହେ..... ହେ.....ହେ.......ହେ......
ହେ..... ହେ.....ହେ.......ହେ......
ଆହେ ଜଗନ୍ନାଥ ହେ ନାରାୟଣ 
ଆହେ ଜଗନ୍ନାଥ ହେ ନାରାୟଣ 
ହେ ମାଧବ ମଧୁସୂଦନ
ହେ ମାଧବ ମଧୁସୂଦନ
ବୁଝିବ କିଏ ମାୟା ତୁମ 
ଆହେ ଜଗନ୍ନାଥ ହେ ନାରାୟଣ 
ଆହେ ଜଗନ୍ନାଥ ହେ ନାରାୟଣ



ନୀଳମାଧଵ ନାମରେ ତୁମେ
ନୀଳମାଧଵ ନାମରେ ତୁମେ
ପ୍ରକଟ ହେଲ ଶ୍ରୀକ୍ଷେତ୍ର ଧାମେ
ପ୍ରକଟ ହେଲ ଶ୍ରୀକ୍ଷେତ୍ର ଧାମେ
ଡାକିଥିଲ ଦେବ ଦରଶନ
ଆହେ ଜଗନ୍ନାଥ ହେ ନାରାୟଣ 
ଆହେ ଜଗନ୍ନାଥ ହେ ନାରାୟଣ
କାହିଁ ପୁଣି ହେଲ ଅନ୍ତର୍ଧ୍ୟାନ



ଶ୍ରୀମନ୍ଦିର ପାଇଁ ଆଦେଶ ଦେଲ
ଶ୍ରୀମନ୍ଦିର ପାଇଁ ଆଦେଶ ଦେଲ
ବିଶ୍ୱକର୍ମାଙ୍କୁ ପଠାଇଲ
ବିଶ୍ୱକର୍ମାଙ୍କୁ ପଠାଇଲ
ଗଢିବାକୁ ତୁମ କଳେବର
ଅଧାଗଢ଼ା କାହିଁ ରହିଗଲ
ଆହେ ଜଗନ୍ନାଥ ହେ ନାରାୟଣ 
ଆହେ ଜଗନ୍ନାଥ ହେ ନାରାୟଣ 
ହେ ମାଧବ ମଧୁସୂଦନ
ହେ ମାଧବ ମଧୁସୂଦନ
ବୁଝିବ କିଏ ମାୟା ତୁମ 
ଆହେ ଜଗନ୍ନାଥ ହେ ନାରାୟଣ 
ଆହେ ଜଗନ୍ନାଥ ହେ ନାରାୟଣ
ହେ ଜଗନ୍ନାଥ ହେ ନାରାୟଣ
ହେ ଜଗନ୍ନାଥ ହେ ନାରାୟଣ
ହେ ଜଗନ୍ନାଥ ହେ ନାରାୟଣ


Ahe Jagannatha He Narayana Odia Song Lyrics In Odia Language

Thank You

Comments