akhi nadiaru luhara pani odia song lyrics in odia language

ODIA SONG LYRICS

ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି

Akhi Nadiaru Luhara Pani Odia Song Lyrics In Odia Language

ଆଖି ନଡ଼ିଆରୁ....ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଦିନେ ହେଲେ ତୋର ଡୋରି ଲାଗିଲାନି
ଦିନେ ହେଲେ ତୋର ଡୋରି ଲାଗିଲାନି
ଯିବା ଯିବା ବେଳ ଆସି ହେଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ମା ଶୁଖି ଗଲାଣି



ବଳ ଥିଲା ବେଳେ ସବୁ ବୁଲିଲି
ସଂସାର ଜଞ୍ଜାଳେ ବୁଡି ରହିଲି
ପାରି ହେବା ପାଇଁ ବୈତରଣୀ
ଏବେ ସାହା ରାହା ଖୋଜି ପାଉନି
ତୁ ନ ରଖିଲେ କିଏ ସେ ରଖିବ
ତୁ ନ ରଖିଲେ କିଏ ସେ ରଖିବ
ହାତ ପାଦ ମୋର ଥକି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ମା ଶୁଖି ଗଲାଣି



ମୋର ଏ  ଜୀବନ ତୋହରି ଦାନ
ଭୁଲି ନାହିଁ ମା ଲୋ ମୁଁ କେଉଁ ଦିନ
ଡେଣା ମେଲି ଅଛି କାଳ ଛଞ୍ଚାଣ
କେଉଁ ଦିନ ଝାମ୍ପି ନେବ ପରାଣ
ତୁ ଥାଉ ଥାଉ ଯମ ଟାଣି ନେବ
ତୁ ଥାଉ ଥାଉ ଯମ ଟାଣି ନେବ
ସହି କି ପାରିବୁ ମା ତାରିଣୀ
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଦିନେ ହେଲେ ତୋର ଡୋରି ଲାଗିଲାନି
ଦିନେ ହେଲେ ତୋର ଡୋରି ଲାଗିଲାନି
ଯିବା ଯିବା ବେଳ ଆସି ହେଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ମା ଶୁଖି ଗଲାଣି
ଶୁଖି ଗଲାଣି
ମା ଶୁଖି ଗଲାଣି


Akhi Nadiaru Luhara Pani Odia Song Lyrics In Odia Language


Thank You

Comments