amruta amruta odia song lyrics in odia language

Odia Song Lyrics

ଅମୃତ.......ଅମୃତ.......
ଅମୃତ.......ଅମୃତ.......
amruta amruta odia song lyrics in odia language

ଅମୃତ.......ଅମୃତ.......
ଅମୃତ.......ଅମୃତ.......

ସେତ ମନ ମନ୍ଥନରୁ ଜାତ
ସେତ ଧ୍ୟାନର କଳପବଟ
ସେତ ମନ ମନ୍ଥନରୁ ଜାତ
ସେତ ଧ୍ୟାନର କଳପବଟ
ସେତ ଜ୍ଞାନର ମହା ପ୍ରସାଦ
ସେତ ସତ୍ୟର ଶ୍ରୀ ଜଗନ୍ନାଥ
ଅମୃତ ଅମୃତ ଅମୃତ ଅମୃତ
ଅମୃତ ଅମୃତ ଅମୃତ ଅମୃତ


କୋଟିଏ ସ୍ୱର୍ଗକୁ ଏକାଠି କରିଲେ
ଯେତିକି ମିଳେ ଆନନ୍ଦ
ତାଠାରୁ ଅଧିକା ତାଠାରୁ ତା ମିଠା
ଆନନ୍ଦ ଟିଏ ଅମୃତ ଅମୃତ ଅମୃତ
ସେତ ପୁଣ୍ୟର ନରେନ୍ଦ୍ର ତୁଠ
ସେତ ଧର୍ମର ଖଣ୍ଡୁଆ ପାଟ
ସେତ ପ୍ରେମର ଗୁଣ୍ଡିଚା ଜାତ
ସେତ ଭାବର କଳା ଗୋବିନ୍ଦ
ଅମୃତ ଅମୃତ ଅମୃତ ଅମୃତ
ଅମୃତ ଅମୃତ ଅମୃତ ଅମୃତ


ଅମୃତ ଚାହିଁଲେ ଅମୃତ ମିଳିବ
ଅମୃତ ହେବ ଜୀବନ
ଅମୃତ ଭିତରେ ଅମୃତ ପ୍ରାଣଟି
ଅମୃତରେ ହେବ ଲୀନ
ଅମୃତ ଅମୃତ
ସେତ ଭକ୍ତିର ତୁଳସୀ ଜଟ
ସେତ ଶାନ୍ତିର ଗୀତ ଗୋବିନ୍ଦ
ସେତ ବୃତ୍ତିର କଂସା କବାଟ
ସେତ ମୋକ୍ଷର ଶ୍ରୀକ୍ଷେତ୍ର ଚାନ୍ଦ
ଅମୃତ ଅମୃତ ଅମୃତ ଅମୃତ
ଅମୃତ ଅମୃତ ଅମୃତ ଅମୃତ
ଅମୃତ ଅମୃତ ଅମୃତ ଅମୃତ


amruta amruta amruta amruta odia song lyrics in odia language


Thank You




Comments