bajare sankha odia song lyrics in odia language

ODIA SONG LYRICS

ବଜାରେ ଶଙ୍ଖ ବଜା ମୃଦଙ୍ଗ
ଆସୁଛି ରଥରେ ଜଗନ୍ନାଥ

Bajare Sankha Baja Mrudanga Odia Song Lyrics In Odia Language

ପୁଅ
ବଜାରେ ଶଙ୍ଖ.....ବଜା ମୃଦଙ୍ଗ.....
ଆସୁଛି ରଥରେ ଜଗନ୍ନାଥ...
ଝିଅ
ବଜାରେ ଶଙ୍ଖ......ବଜା ମୃଦଙ୍ଗ.......
ଆସୁଛି ରଥରେ ଜଗନ୍ନାଥ...
ପୁଅ
ସାଥିରେ ଅଛନ୍ତି ବଳଭଦ୍ର
ଆଉ ମଝିରେ ସୁଭଦ୍ରା ରଥ
ମନ୍ଦିର ବାହାରେ ଭକ୍ତ ଗହଣରେ
ଦେଖିବାକୁ ତାକୁ ଆସିଯା
ବଜାରେ ଶଙ୍ଖ......ବଜା ମୃଦଙ୍ଗ.......
ଆସୁଛି ରଥରେ ଜଗନ୍ନାଥ.



ପୁଅ
ଭରିଛି ଭକ୍ତରେ ବଡ ଦାଣ୍ଡ
ରଥ ଟାଣିବାକୁ ଭାରି ଭିଡ
ଭରିଛି ଭକ୍ତରେ ବଡ ଦାଣ୍ଡ
ରଥ ଟାଣିବାକୁ ଭାରି ଭିଡ
ନୁହେଁ ସେ ଦଉଡି ଭକ୍ତିର ଦଉଡି
ପ୍ରଭୁ ସାଥେ ତତେ ଦେବ ସେ ଯୋଡି
ରଥ ଟାଣିବାକୁ ଆସିଯା
ବଜାରେ ଶଙ୍ଖ......ବଜା ମୃଦଙ୍ଗ.......
ଆସୁଛି ରଥରେ ଜଗନ୍ନାଥ.



ଝିଅ
ମାଉସୀର ଘର ବାହାନା ନେଇ
ଆସିଛି ଭକ୍ତଙ୍କୁ ଦେଖିବା ପାଇଁ
ମାଉସୀର ଘର ବାହାନା ନେଇ
ଆସିଛି ଭକ୍ତଙ୍କୁ ଦେଖିବା ପାଇଁ
ଶୁଣିବ ସିଏ ଦୁଃଖ ସବୁରି
ଯାହାର ଯେତେ ଅଛି ଗୁହାରି
ଜଣାଇବା ପାଇଁ ଆସିଯା
ବଜାରେ ଶଙ୍ଖ......ବଜା ମୃଦଙ୍ଗ.......
ଆସୁଛି ରଥରେ ଜଗନ୍ନାଥ.
ସାଥିରେ ଅଛନ୍ତି ବଳଭଦ୍ର
ଆଉ ମଝିରେ ସୁଭଦ୍ରା ରଥ
ମନ୍ଦିର ବାହାରେ ଭକ୍ତ ଗହଣରେ
ଦେଖିବାକୁ ତାକୁ ଆସିଯା
ପୁଅ
ବଜାରେ ଶଙ୍ଖ......
ଝିଅ
ବଜା ମୃଦଙ୍ଗ.......
ପୁଅ
ଆସୁଛି ରଥରେ ଜଗନ୍ନାଥ.
ବଜାରେ ଶଙ୍ଖ......
ଝିଅ
ବଜା ମୃଦଙ୍ଗ.......
ପୁଅ-ଓ-ଝିଅ
ଆସୁଛି ରଥରେ ଜଗନ୍ନାଥ.

Bajaare Sankha Bajaa Mrudanga Odia Song Lyrics In Odia Language

Thank You

Comments