He Parama Pita Odia Song Lyrics In Odia Language

ODIA SONG LYRICS

ହେ ପରମ ପିତା ଭାଗ୍ୟ ବିଧାତା

He Parama Pita Bhagya Bidhata Odia Song Lyrics In Odia Language

ହେ ପରମ ପିତା ଭାଗ୍ୟ ବିଧାତା
ହେ ପରମ ପିତା ଭାଗ୍ୟ ବିଧାତା
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ
ତୁମରି ଆଶିଷ ଆଦରି ନେବି ମୁଁ
ତୁମରି ଆଶିଷ ଆଦରି ନେବି ମୁଁ
ଦୁଃଖ ଅବା ସୁଖ ଦିଅ
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ
ହେ ପରମ ପିତା ଭାଗ୍ୟ ବିଧାତା
ହେ ପରମ ପିତା ଭାଗ୍ୟ ବିଧାତା
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ


ମୋ ଭାଗ୍ୟରେ ଯଦି ଦୁଃଖ ଅଛି ଲେଖା
କାହିଁକି କରିବି ମନା
ଦୁଃଖ ମୋ କହିଲେ ପ୍ରଭୁଙ୍କୁ ମୋହର
ହେଵତ ଅବମାନନା
ମୋ ଭାଗ୍ୟରେ ଯଦି ଦୁଃଖ ଅଛି ଲେଖା
କାହିଁକି କରିବି ମନା
ଦୁଃଖ ମୋ କହିଲେ ପ୍ରଭୁଙ୍କୁ ମୋହର
ହେଵତ ଅବମାନନା
ଯାହା ତୁମ ଇଛା ଦିଅ ଇଛାମୟ
ଶ୍ରୀଚରଣେ ସ୍ଥାନ ଦିଅ
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ
ହେ ପରମ ପିତା ଭାଗ୍ୟ ବିଧାତା
ହେ ପରମ ପିତା ଭାଗ୍ୟ ବିଧାତା
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ


ଇଛାମୟ ତୁମ ଇଛା ତ ମୋହକ
ସବୁରି ହିତ କାମନା
ଦୁଃଖ ଆଉ ସୁଖ ହିତ ପାଇଁ ମୋର
ସେ ପାଇଁ ନାହିଁ ତ କ୍ଷମା
ଇଛାମୟ ତୁମ ଇଛା ତ ମୋହକ
ସବୁରି ହିତ କାମନା
ଦୁଃଖ ଆଉ ସୁଖ ହିତ ପାଇଁ ମୋର
ସେ ପାଇଁ ନାହିଁ ତ କ୍ଷମା
ତୁମରି ଆଶିଷ ବିନ୍ଦୁଟିଏ ମୁଁ ଯେ
ଏତିକି ମୋ ପରିଚୟ
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ

ହେ ପରମ ପିତା ଭାଗ୍ୟ ବିଧାତା
ହେ ପରମ ପିତା ଭାଗ୍ୟ ବିଧାତା
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ
ତୁମରି ଆଶିଷ ଆଦରି ନେବି ମୁଁ
ତୁମରି ଆଶିଷ ଆଦରି ନେବି ମୁଁ
ଦୁଃଖ ଅବା ସୁଖ ଦିଅ
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ
ହେ ପରମ ପିତା ଭାଗ୍ୟ ବିଧାତା
ହେ ପରମ ପିତା ଭାଗ୍ୟ ବିଧାତା
ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ
ପ୍ରଭୁ ହେ ପ୍ରଭୁ ହେ ମଙ୍ଗଳମୟ

He Paramapita Bhagya Bidhata Odia Song Lyrics In odia Language


Thank You


Comments