Chalu chalu kichhi bata odia song lyrics in odia language

Odia Song Lyrics

ଚାଲୁ ଚାଲୁ କିଛି ବାଟ ରହି ଯିବନି

Chalu chalu kichhi bata odia song lyrics in odia language


Male:-
ଚାଲୁ ଚାଲୁ କିଛି ବାଟ
ଚାଲୁ ଚାଲୁ କିଛି ବାଟ ରହି ଯିବନି
ବିଦାୟ ନେଇ ଗୋ ପ୍ରିୟା ଚାଲି ଯିବନି
Female:-
ଚାଲୁ ଚାଲୁ କିଛି ବାଟ
ଚାଲୁ ଚାଲୁ କିଛି ବାଟ ରହି ଯିବନି
ବିଦାୟ ନେଇ ଗୋ ସାଥି ଚାଲି ଯିବନି
Male:-
ଟିକେ ହସେଇ ଟିକେ କନ୍ଦେଇ
Female:-
ଟିକେ ହସେଇ ଟିକେ କନ୍ଦେଇ
Male:-
ରହିଲା ମୋ ରାଣ ମତେ ଭୁଲି ଯିବନି
Female:-
ଚାଲୁ ଚାଲୁ କିଛି ବାଟ ହୋ


Female:-
ଭଲ ପାଇ ଭୁଲିଯିବା ମାନେ ନୁହେଁ ପ୍ରେମ
ପ୍ରେମ ସେତ ମନେ ଲେଖା ଛୋଟ ଏକ ନାମ
ଭଲ ପାଇ ଭୁଲିଯିବା ମାନେ ନୁହେଁ ପ୍ରେମ
ପ୍ରେମ ସେତ ମନେ ଲେଖା ଛୋଟ ଏକ ନାମ
ସେ ନାଆଁ ଲିଭେଇ ବାଟେ ବସେଇ
ସେ ନାଆଁ ଲିଭେଇ ବାଟେ ବସେଇ
ମତେ ଏକା ଛାଡି ତମେ ହଜି ଯିବନି
Male:-
ଚାଲୁ ଚାଲୁ କିଛି ବାଟ ହୋ


Male:-
ଖେଳଣାର ସାଥେ ପ୍ରିୟା ତମେ ଖେଳିପାର
ମନ ନେଇ ଖେଳିବନି ଅନୁରୋଧ ମୋର
ହୋ ଖେଳଣାର ସାଥେ ପ୍ରିୟା ତମେ ଖେଳିପାର
ମନ ନେଇ ଖେଳିବନି ଅନୁରୋଧ ମୋର
ହସ ଲିଭେଇ ଆଖି ଭିଜେଇ
ହସ ଲିଭେଇ ଆଖି ଭିଜେଇ
ଏଇ ମନ ଆଇନାକୁ ଭାଙ୍ଗି ଦବନି
Female:-
ହାଁ ଚାଲୁ ଚାଲୁ କିଛି ବାଟ
Male:-
ଚାଲୁ ଚାଲୁ କିଛି ବାଟ 

Chalu chalu kichhi bata rahijibani  odia song lyrics in odia language




Thank You


Comments