Haribu jadi kandibu nahi odia song lyrics in odia language

ODIA SONG LYRICS

ହାରିବୁ ଯଦି କାନ୍ଦିବୁ ନାହିଁ
ଜିତିଲେ ହସିବୁ ନାହିଁ

Haribu Jadi Kandibu Nahi Odia Song Lyrics In Odia Language


ବନ୍ଧୁରେ.....ବନ୍ଧୁରେ.....
ବନ୍ଧୁରେ ବନ୍ଧୁରେ ବନ୍ଧୁରେ
ହୁଁ.. ହାରିବୁ ଯଦି କାନ୍ଦିବୁ ନାହିଁ
ହାରିବୁ ଯଦି କାନ୍ଦିବୁ ନାହିଁ
ଜିତିଲେ ହସିବୁ ନାହିଁ
ଏକା ଚାଲିଯା ଜୀବନ ବାଟ
ପଛକୁ ଚାହିଁବୁ ନାହିଁ ରେ
ଏକା ଚାଲିଯା ଜୀବନ ବାଟ
ପଛକୁ ଚାହିଁବୁ ନାହିଁ
ବନ୍ଧୁରେ.....ବନ୍ଧୁରେ.....
ବନ୍ଧୁରେ ବନ୍ଧୁରେ ବନ୍ଧୁରେ


କାଲି ଥିଲା ଫଗୁଣ ଆଜି ଯଦି ଶ୍ରାବଣ
ଭୁଲିଯାରେ ଭୁଲିଯା ତୁ ଜହ୍ନ ରାତି ସପନ
ହୋ କାଲି ଥିଲା ଫଗୁଣ ଆଜି ଯଦି ଶ୍ରାବଣ
ଭୁଲିଯାରେ ଭୁଲିଯା ତୁ ଜହ୍ନ ରାତି ସପନ
କାହାଣୀ ଯଦି ରହିଲା ଅଧା
କାହାଣୀ ଯଦି ରହିଲା ଅଧା
ଆର ଜନମ ପାଇଁ
ଏକା ଚାଲିଯା ଜୀବନ ବାଟ
ପଛକୁ ଚାହିଁବୁ ନାହିଁ ରେ
ଏକା ଚାଲିଯା ଜୀବନ ବାଟ
ପଛକୁ ଚାହିଁବୁ ନାହିଁ
ବନ୍ଧୁରେ.....ବନ୍ଧୁରେ.....
ବନ୍ଧୁରେ ବନ୍ଧୁରେ ବନ୍ଧୁରେ


ପରଦେଶୀ ମେଘକୁ କରିବୁନି ଭରଷା
ନିଜ ଛାଈ ନିଜେ ତୁହି ଝଡ ଆସେ ସହସା
ହୋ ପରଦେଶୀ ମେଘକୁ କରିବୁନି ଭରଷା
ନିଜ ଛାଈ ନିଜେ ତୁହି ଝଡ ଆସେ ସହସା
ବାଟରେ ଯଦି ହଜି ତୁ ଯିବୁ
ହଁ ବାଟରେ ଯଦି ହଜି ତୁ ଯିବୁ
କାହାକୁ ଖୋଜିବୁ ନାହିଁ
ଏକା ଚାଲିଯା ଜୀବନ ବାଟ
ପଛକୁ ଚାହିଁବୁ ନାହିଁ ରେ
ଏକା ଚାଲିଯା ଜୀବନ ବାଟ
ପଛକୁ ଚାହିଁବୁ ନାହିଁ
ବନ୍ଧୁରେ.....ବନ୍ଧୁରେ.....
ବନ୍ଧୁରେ ବନ୍ଧୁରେ ବନ୍ଧୁରେ
ହୋ ହୋ ହୋ ...ହୋ ହୋ ହୋ...

Haribu Jadi Kandibu Nahi Odia Song Lyrics In Odia Language



Thank You

Comments