Hatare mo mutha mutha odia song lyrics in odia language

ODIA SONG LYRICS

ହାତରେ ମୋ ମୁଠା ମୁଠା ଶରଧା ବାଲି

Hatare Mo Mutha Mutha Odia Song Lyrics In Odia Language

ହାତରେ ମୋ ମୁଠା ମୁଠା ଶରଧା ବାଲି
ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡେ ମଥାରୁ ଝରି
ଦେହରେ ମୋ ବୋଳା ବଡଦାଣ୍ଡର ଧୂଳି
ଦେହରେ ମୋ ବୋଳା ବଡଦାଣ୍ଡର ଧୂଳି
ଚକାଡୋଳା ଚକା ଡୋଳା
କହ ଚକାଡୋଳା ପର ହେଲି କିପରି
ପର ହେଲି କିପରି
ହାତରେ ମୋ ମୁଠା ମୁଠା ଶରଧା ବାଲି
ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡେ ମଥାରୁ ଝରି



ଆଖିରେ ମୋ ଦେଖୁଥାଏ ତୋର ମୂରତି
କାନ ମୋର ଦିବାନିଶି ଶୁଣେ ତୋ ଗୀତି
ଆଖିରେ ମୋ ଦେଖୁଥାଏ ତୋର ମୂରତି
କାନ ମୋର ଦିବାନିଶି ଶୁଣେ ତୋ ଗୀତି
ତୁଣ୍ଡେ ତୁଳସୀ ଜଳ ପାଏ ମୁ ନିତି
ମୁଣ୍ଡ ମୋର ଛୁଏଁ ବଡ ଦାଣ୍ଡର ମାଟି
ବଡ ଦାଣ୍ଡର ମାଟି
ରସ ନାମ ଗାଏ ସଦା....
ରସ ନାମ ଗାଏ ସଦା ନାମ ତୋହରି
ପର ହେଲି କିପରି
ହାତରେ ମୋ ମୁଠା ମୁଠା ଶରଧା ବାଲି
ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡେ ମଥାରୁ ଝରି



ଘର ଜାଣେ ନୀଳାଚଳ ବଡ଼ ଦେଉଳ
ପ୍ରଭୁ ପଣେ ତୁହି ଏକା ବଡ଼ ଠାକୁର
ଘର ଜାଣେ ନୀଳାଚଳ ବଡ଼ ଦେଉଳ
ପ୍ରଭୁ ପଣେ ତୁହି ଏକା ବଡ଼ ଠାକୁର
ତୋ ପାଇଁ ଭୁଲିଛି ସବୁ ଆପଣା ପର
ଭରଷା କରିଛି ତୋର ପାଦ ଯୁଗଳ
ପ୍ରଭୁ ପାଦ ଯୁଗଳ
ଜୀବନ ଯିବ ମୋହର....
ଜୀବନ ଯିବ ମୋହର ତୋ ନାମ ଧରି
ପର ହେଲି କିପରି

ହାତରେ ମୋ ମୁଠା ମୁଠା ଶରଧା ବାଲି
ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡେ ମଥାରୁ ଝରି
କହ ଚକାଡୋଳା    କହ ଚକାଡୋଳା
କହ ଚକାଡୋଳା   ହେ ଏ.......
କହ ଚକାଡୋଳା    କହ ଚକାଡୋଳା
କହ ଚକାଡୋଳା    କହ ଚକାଡୋଳା
କହ ଚକାଡୋଳା    କହ ଚକାଡୋଳା


Hatare Mo Mutha Mutha Odia Song Lyrics In Odia Language


Thank You

Comments