Jagabandhu he gosain odia song lyrics in odia language

ODIA SONG LYRICS

ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ

Jagabandhu He Gosain Odia Song Lyrics In Odia Language

ଜଗବନ୍ଧୁ ହେ....
ଜଗବନ୍ଧୁ ହେ ଗୋସାଇଁ....
ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ
ଜଗବନ୍ଧୁ ହେ ଗୋସାଇଁ...
ଜଗବନ୍ଧୁ ହେ ଗୋସାଇଁ



ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା
ଝଲ ମଲ ଦିଶୁଥାଏ ପ୍ରଭୁ ଚକାଡୋଳା
ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା
ଝଲ ମଲ ଦିଶୁଥାଏ ପ୍ରଭୁ ଚକାଡୋଳା
ଜଗବନ୍ଧୁ ହେ ଗୋସାଇଁ....
ଜଗବନ୍ଧୁ ହେ ଗୋସାଇଁ



ଆଗେ ଚଳେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁ ରେ
ପଛେ ଆସୁଛି କାଳିଆ ଗହଳ ଲଗାଇ ରେ
ଆଗେ ଚଳେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁ ରେ
ପଛେ ଆସୁଛି କାଳିଆ ଗହଳ ଲଗାଇ ରେ
ଜଗବନ୍ଧୁ ହେ ଗୋସାଇଁ....
ଜଗବନ୍ଧୁ ହେ ଗୋସାଇଁ



ସାତଶହ ପଂଚାଶ କୋଷ ଚାଲି ନ ପାରଇ
ମୋହ ଯିବାଯାଏ ନନ୍ଦିଘୋଷେ ଥିବ ରହି
ସାତଶହ ପଂଚାଶ କୋଷ ଚାଲି ନ ପାରଇ
ମୋହ ଯିବାଯାଏ ନନ୍ଦିଘୋଷେ ଥିବ ରହି
ମୋହ ଯିବାଯାଏ ନନ୍ଦିଘୋଷେ ଥିବ ରହି
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ


Jagabandhu He Gosain Odia Song Lyrics In Odia Language


Thank You

Comments