aji pain etiki thau odia song lyrics in odia language

Odia Song Lyrics

ଆଜି ପାଇଁ ଏତିକି ଥାଉ

ମନ ତାକୁ ମନେ ପକାନା ଆଉ

aji pain etiki thau odia song lyrics in odia language


ଆଜି ପାଇଁ ଏତିକି ଥାଉ....

ମନ ତାକୁ ମନେ ପକାନା ଆଉ
ଉଁ.... ମନ ତାକୁ ମନେ ପକାନା ଆଉ
ଆଜି ପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ଉଁ.....ମନ ତାକୁ ମନେ ପକାନା ଆଉ
କିଛିବି ତ ତାକୁ ପଡୁନି ଫରକ
ତୁ ଯେତେ ଲୁହ ଝରାଉ
ମନ ତାକୁ ମନେ ପକାନା ଆଉ
ଉଁ.....ମନ ତାକୁ ମନେ ପକାନା ଆଉ
ଆଜି ପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ଉଁ......ମନ ତାକୁ ମନେ ପକାନା ଆଉ


ସ୍ମୃତି ଯେବେ ଦୁଃଖଦିଏ ଭୁଲିଯିବା ଭଲ
ହୃଦୟରୁ ସବୁ ଚି଼ହ୍ନ ପୋଛିଦବା ଭଲ
ସ୍ମୃତି ଯେବେ ଦୁଃଖଦିଏ ଭୁଲିଯିବା ଭଲ
ହୃଦୟରୁ ସବୁ ଚି଼ହ୍ନ ପୋଛିଦବା ଭଲ
ସମୟ ଲାଗିବ ଟିକେ ଭୁଲିଯିବା ପାଇଁ
ନ ଭୁଲିପାରିଲେ ଜିଇଁ ତୁ ପାରିବୁ ନାହିଁ
ଉଁ....ଅଧବାଟେ ଯିଏ ଛାଡିଗଲା ହାତ
ତାକୁ ଭାବି କି ଲାଭ ପାଉ
ମନ ତାକୁ ମନେ ପକାନା ଆଉ
ଉଁ.....ମନ ତାକୁ ମନେ ପକାନା ଆଉ
ଆଜି ପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ଉଁ......ମନ ତାକୁ ମନେ ପକାନା ଆଉ


ଭଲ ପାଇବାଟା ମନ ଗୋଟେ ଜୁଆଖେଳ
କିଏ ଜିତିଯାଏ କିଏ ହାରେ କେବଳ
ଭଲ ପାଇବାଟା ମନ ଗୋଟେ ଜୁଆଖେଳ
କିଏ ଜିତିଯାଏ କିଏ ହାରେ କେବଳ
ଭାବି ନବୁ ଖେଳରେ ତୁ ହାରିଗଲୁ ବୋଲି
ଖେଳ ପୁଣି ପ୍ରେମର ଯେ ସୁଦୁ ନକଲି
ଉଁ..ଆହୁରି ଯେ କେତେ କାମ ତୋର ଅଛି
କେବେ ସବୁ କରିବୁ ଆଉ
ମନ ତାକୁ ମନେ ପକାନା ଆଉ
ଉଁ....ମନ ତାକୁ ମନେ ପକାନା ଆଉ
ଆଜି ପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ଉଁ...ମନ ତାକୁ ମନେ ପକାନା ଆଉ
କିଛିବି ତ ତାକୁ ପଡୁନି ଫରକ
ତୁ ଯେତେ ଲୁହ ଝରାଉ
ମନ ତାକୁ ମନେ ପକାନା ଆଉ
ଉଁ.....ମନ ତାକୁ ମନେ ପକାନା ଆଉ


aji pain etiki thau odia song lyrics in odia language




Thank You




Comments