Bansire Tu Radha Radha Odia Song Lyrics In Odia Language

ODIA SONG LYRICS

ବଂଶୀରେ ତୁ ରାଧା ରାଧା ଡାକନା

Bansire Tu Radha Radha Dakana Odia Song Lyrics In Odia Language

ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ତୁ ଥରେ ଡାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
ତୁ ଥରେ ଡାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା


ବଂଶୀର ସାତ ସୁର ତୁ ଗଲୁକି ସବୁ ଭୁଲି
ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି 
ବଂଶୀର ସାତ ସୁର ତୁ ଗଲୁକି ସବୁ ଭୁଲି
ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି
ତତେ ଆଉ କାହ୍ନା କି ଡାକିବା ମନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା


ଗୋପରେ ଏତେ ଗୋପୀ
ତୋ ପ୍ରେମରେ ହେଲେ ବାଇ
ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ
ଗୋପରେ ଏତେ ଗୋପୀ
ତୋ ପ୍ରେମରେ ହେଲେ ବାଇ
ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ
ତୋର ହୃଦୟ ନାହିଁକି କାଳିଆ ସୁନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା


ତୁ ଥରେ ଡାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
ତୁ ଥରେ ଡାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା
ବଂଶୀରେ ତୁ ରାଧା ରାଧା ଡାକନା

Bansire Tu Radha Radha Dakana Odia Song Lyrics In Odia Language


Thank You

Comments