Chandana Makhile Gora Odia Song Lyrics In Odia Language

ODIA SONG LYRICS

ଚନ୍ଦନ ମାଖିଲେ ଗୋରା ହୋଇଯିବ କି

Chandana Makhile Gora Hoijiba Ki Odia Song Lyrics In Odia Language

ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି

ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି
ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି
ଆରେ ଏତେ ସଜ ହୁଅ କାହିଁକି
ମନେ ପଡେ ରାଧା ମାଇଁ କି
ଓ......ମନେ ପଡେ ରାଧା ମାଇଁ କି
ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି


ତୁମ ମନେ ଥିଲା ଯେବେ ଏତେ ଶରଧା
ଆସିଲ କାହିଁକି ଛାଡି ଗୋପରେ ରାଧା
ଓ.....
ତୁମ ମନେ ଥିଲା ଯେବେ ଏତେ ଶରଧା
ଆସିଲ କାହିଁକି ଛାଡି ଗୋପରେ ରାଧା
ଦେହେ ପାଟ ଲୁଗା ପିନ୍ଧି
ମଥାରେ ଚନ୍ଦ୍ରିକା ବାନ୍ଧି
ଦେହେ ପାଟ ଲୁଗା ପିନ୍ଧି
ମଥାରେ ଚନ୍ଦ୍ରିକା ବାନ୍ଧି
ବସ କାହା ବାଟ ଚାହିଁକି
ମନେ ପଡେ ରାଧା ମାଇଁ କି
ଓ.....ମନେ ପଡେ ରାଧା ମାଇଁ କି
ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି


କାହିଁକି ହେଉଛ ପ୍ରଭୁ ଏତେ ଆତୁର
ଜନମ ଜନମ ପାଇଁ ରାଧା ତୁମର
ଓ.....କାହିଁକି ହେଉଛ ପ୍ରଭୁ ଏତେ ଆତୁର
ଜନମ ଜନମ ପାଇଁ ରାଧା ତୁମର
ହାତରେ ବଇଁଶୀ ଧରି ଅଧରେ ଅଭିର ଭରି
ହାତରେ ବଇଁଶୀ ଧରି ଅଧରେ ଅଭିର ଭରି
ଏତେ ବେଶ ହୁଅ କାହିଁକି
ମନେ ପଡେ ରାଧା ମାଇଁ କି
ଓ......ମନେ ପଡେ ରାଧା ମାଇଁ କି
ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି
ଚନ୍ଦନ ମାଖିଲେ ଗୋରା ହୋଇଯିବ କି
ତୁଳସୀ ନାଇଲେ ବାସ ଚହଟିବ କି
ଆରେ ଏତେ ସଜ ହୁଅ କାହିଁକି
ମନେ ପଡେ ରାଧା ମାଇଁ କି
ଓ......ମନେ ପଡେ ରାଧା ମାଇଁ କି
ଓ......ମନେ ପଡେ ରାଧା ମାଇଁ କି
ଓ......ମନେ ପଡେ ରାଧା ମାଇଁ କି


Chandana Makhile Gora Hoijiba Ki Odia Song Lyrics In Odia Language


Thank You


Comments