dhima dhima akhi odia song lyrics in odia language

Odia Song Lyrics

ଧିମା ଧିମା ଆଖି ମିଠା ମିଠା ସ୍ବପ୍ନ
କହେ କେତେ କଥା କିବା ରାତି ଦିନ

dhima dhima akhi odia song lyrics in odia language

Male:- 
ଧିମା ଧିମା ଆଖି ମିଠା ମିଠା ସ୍ବପ୍ନ
କହେ କେତେ କଥା କିବା ରାତି ଦିନ
ଜୀଉଁଚି ମରୁଚି ମୁଁ
ଦିନ ରାତି ତୋ ଛୁଆଁ ରେ
ହାଏ ତୋ ପ୍ରେମ ତୋ ପ୍ରେମ
ହାଏ ରେ ମୋତେ ମାରି ଦେଲା ରେ
ହାଏ ତୋ ପ୍ରେମ ତୋ ପ୍ରେମ
ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ଦେଲାରେ 
Female:-
ଓଦା ଓଦା ମନ ମିଠା ମିଠା ପ୍ରେମ
କହେ କେତେ କଥା କିବା ରାତି ଦିନ
ଜଳୁଚି ଲିଭୁଚି ମୁଁ
ଦିନ ରାତି ତୋ ପ୍ରେମରେ
ହାଏ ତୋ ପ୍ରେମ ତୋ ପ୍ରେମ
ହାଏ ରେ ମୋତେ ସାରି ଦେଲା ରେ
ହାଏ ତୋ ପ୍ରେମ ତୋ ପ୍ରେମ
ହାଏ ରେ ମୋତେ ସାରି ସାରି
ହାଏ ରେ ମୋତେ ସାରି ସାରି
ହାଏ ରେ ମୋତେ ସାରି ଦେଲା ରେ


Male:-
ସପନେ ଆସୁଚୁ ସପନେ ହସୁଚୁ
ସପନେ ଋଷୁଚୁ ତୁ
ହାଏ ରେ ମରି ଯାଏ ମୁଁ
Female:-
ମେଘର ଦୋଳିରେ ଫୂଲର ଥାଳିରେ
ଛୁଇଁ ଦେଇ ଯାଉ ତୁ
ହାଏ ରେ ମରି ଯାଏ ମୁଁ
Male:-
ଭିଜା ଭିଜା ମନ ମହୁ ଝରା ଦିନ
କହେ କେତେ କଥା ଓ.. କିବା ରାତି ଦିନ
ଝରୁଚି ଝୁରୁଚି ମୁଁ ଦିନ ରାତି ତୋ ପାଇଁରେ
Female:-
ହାଏ ତୋ ମନ ତୋ ମନ
ହାଏ ରେ ମୋତେ ଚିରି ଦେଲାରେ
ହାଏ ତୋ ମନ ତୋ ମନ
ହାଏ ରେ ମୋତେ ଚିରି ଚିରି
ହାଏ ରେ ମୋତେ ଚିରି ଚିରି
ହାଏ ରେ ମୋତେ ଚିରି ଦେଲାରେ
Male:-
ହେ ହେ ହେ ହେ ହେ ଆହା ହା ହା
Female:-
ଲା ଲା ଲା ଲା ଲା ଲା ଲା


Female:-
ଯେବେଠୁ ଆସିଲୁ ପାଖରେ ବସିଲୁ
ମନ କିଣି ନେଲୁ ତୁ
ହାଏ ରେ ଝୁରି ହୁଏ ମୁଁ
Male:-
ଆଖିରେ ଆଖିରେ କହିଲୁ କିଛି ରେ
ବୁଝି ଗଲି ସବୁ ମୁଁ
ହାଏ ରେ ମରି ଯାଏ ମୁଁ
Female:-
ତୁ ମୋ ଜୀବନ ତୁ ମୋ ନିଶ୍ୱାସ
ତୁ ମୋ ଆରମ୍ଭ ତୁ ମୋର ଶେଷ
ଭାବୁଚି ଭୁଲୁଚି ମୁ ଦିନ ରାତି ତୋ ହସରେ
Male:-
ହାଏ ତୋ ହସ ତୋ ହସ
ହାଏ ରେ ମୋତେ ଚୋରି କଲା ରେ
ହାଏ ତୋ ହସ ତୋ ହସ
ହାଏ ରେ ମୋତେ ଚୋରି ଚୋରି
ହାଏ ରେ ମୋତେ ଚୋରି ଚୋରି
ହାଏ ରେ ମୋତେ ଚୋରି କଲା ରେ
Female:-
ହାଏ ରେ ମୋତେ ସାରି ଦେଲାରେ
ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ଦେଲାରେ

dhima dhima akhi mitha mitha swapna odia song lyrics in odia language




Thank You

Comments