Jiba jadi jaa tume odia song lyrics in odia language

Odia Song Lyrics

ଯିବ ଜଦି ଯାଅ ତୁମେ ଦୁଃଖ କରିବି ନାହିଁ

Jiba jadi jao tume odia song lyrics in odia language


ଯିବ ଜଦି ଯାଅ ତୁମେ ଦୁଃଖ କରିବି ନାହିଁ

ହାଁ..ଯିବ ଜଦି ଯାଅ ତୁମେ ଦୁଃଖ କରିବି ନାହିଁ

ଜଦି କେବେ ଫେରିଆସ ଥିବି ତୁମକୁ ଚାହିଁ

ସାଥିରେ ସାଥିରେ ସାଥିରେ ସାଥିରେ...

ମୁଁ ଥିଲି ଥିବି ତୁମରି ପାଇଁ

ମୁଁ ଥିଲି ଥିବି ତୁମରି ପାଇଁ 

ଯିବ ଜଦି ଯାଅ ତୁମେ ଦୁଃଖ କରିବି ନାହିଁ

ଜଦି କେବେ ଫେରିଆସ ଥିବି ତୁମକୁ ଚାହିଁ



ପଛ ଦିନ କଥା ଜଦି କେବେ ମନେ ପଡ଼ିଯିବ

ମୁଁ ଜାଣେ ମୋ ଆଖିରୁ ଲୁହ ଧାରେ ବହିଯିବ

ହୋ..ପଛ ଦିନ କଥା ଜଦି କେବେ ମନେ ପଡ଼ିଯିବ

ମୁଁ ଜାଣେ ମୋ ଆଖିରୁ ଲୁହ ଧାରେ ବହିଯିବ

ସାଥିରେ ସାଥିରେ ସାଥିରେ ସାଥିରେ...

ମୁଁ ଥିଲି ଥିବି ତୁମରି ପାଇଁ

ମୁଁ ଥିଲି ଥିବି ତୁମରି ପାଇଁ 

ଯିବ ଜଦି ଯାଅ ତୁମେ ଦୁଃଖ କରିବି ନାହିଁ

ଜଦି କେବେ ଫେରିଆସ ଥିବି ତୁମକୁ ଚାହିଁ



କିଏ ଜଦି ଅଜଣାରେ ଭାଙ୍ଗିଦିଏ ତୁମ ମନ

ମୋ ଦୁଆର ଖୋଲା ଅଛି ତୁମ ପାଇଁ ସବୁଦିନ

ହୋ..କିଏ ଜଦି ଅଜଣାରେ ଭାଙ୍ଗିଦିଏ ତୁମ ମନ

ମୋ ଦୁଆର ଖୋଲା ଅଛି ତୁମ ପାଇଁ ସବୁଦିନ

ସାଥିରେ ସାଥିରେ ସାଥିରେ ସାଥିରେ...

ମୁଁ ଥିଲି ଥିବି ତୁମରି ପାଇଁ

ମୁଁ ଥିଲି ଥିବି ତୁମରି ପାଇଁ 

ଯିବ ଜଦି ଯାଅ ତୁମେ ଦୁଃଖ କରିବି ନାହିଁ

ଜଦି କେବେ ଫେରିଆସ ଥିବି ତୁମକୁ ଚାହିଁ

ସାଥିରେ ସାଥିରେ ସାଥିରେ ସାଥିରେ...

ମୁଁ ଥିଲି ଥିବି ତୁମରି ପାଇଁ

ମୁଁ ଥିଲି ଥିବି ତୁମରି ପାଇଁ


Jiba jadi jao tume dukha karibi nahi odia song lyrics in odia language



Thank You



Comments