Jibanata jadi hue gita odia song lyrics in odia language

Odia Song Lyrics

ଜୀବନଟା ଯଦି ହୁଏ ଗୀତ

ଆ ଆମେ ଗାଇଯିବା ମିତ

Jibanata jadi hue gita odia song lyrics


Male:-
ଜୀବନଟା ଯଦି ହୁଏ ଗୀତ
ଆ ଆମେ ଗାଇଯିବା ମିତ
Female:-
ଜୀବନଟା ଯଦି ହୁଏ ଗୀତ
ଆ ଆମେ ଗାଇଯିବା ମିତ
Male:-
ଜୀବନଟା ଯଦି ଏକ ବାଟ
Female & Male:-
ସାଥି ହୋଇ ଚାଲୁଥିବା ମିତ
ସାଥି ହୋଇ ଚାଲୁଥିବା ମିତ
Female:-
ଜୀବନଟା ଯଦି ହୁଏ ଗୀତ
ଆ ଆମେ ଗାଇଯିବା ମିତ
Male:-
ଜୀବନଟା ଯଦି ହୁଏ ଗୀତ
ଆ ଆମେ ଗାଇଯିବା ମିତ
Female:-
ଜୀବନଟା ଯଦି ଏକ ବାଟ
Female & Male:-
ସାଥି ହୋଇ ଚାଲୁଥିବା ମିତ
ସାଥି ହୋଇ ଚାଲୁଥିବା ମିତ

Female:-
ବାଟୋଇର ମନ ନେଇ ଆମେ ଚାଲୁଥିବା
ଦୁଃଖ ଦବ ଯେଉଁ କଥା ତାକୁ ଭୁଲିଯିବା
Male:-
ହାଁ ବାଟୋଇର ମନ ନେଇ ଆମେ ଚାଲୁଥିବା
ଦୁଃଖ ଦବ ଯେଉଁ କଥା ତାକୁ ଭୁଲିଯିବା
Female:-
ଜୀବନଟା ଜଦି ଏକ ଦୀପ
ଝରିବା ଆଲୋକ ହୋଇ ମିତ
Male:-
ଜୀବନଟା ଜଦି ଏକ ଦୀପ
ଝରିବା ଆଲୋକ ହୋଇ ମିତ
ଜୀବନଟା ଜଦି ଏକ ରଙ୍ଗ
Male & Female:-
ମନକୁ ରଙ୍ଗେଇ ଦବା ମିତ
ମନକୁ ରଙ୍ଗେଇ ଦବା ମିତ


Male:-
ହସ ଲୁହ ଯୋଡ଼େ ଫୁଲ ମନ ବଗିଚାରେ
ବରଷକୁ ବାରମାସ ଫୁଟେ ଆଉ ଝରେ
Female:-
ହାଁ ହସ ଲୁହ ଯୋଡ଼େ ଫୁଲ ମନ ବଗିଚାରେ
ବରଷକୁ ବାରମାସ ଫୁଟେ ଆଉ ଝରେ
Male:-
ଜୀବନଟା ଜଦି ଫୁଲ ହାଟ
ମହକରେ ଭିଜୁଥିବା ମିତ
Female:-
ଜୀବନଟା ଜଦି ଫୁଲ ହାଟ
ମହକରେ ଭିଜିଯିବା ମିତ
ଜୀବନଟା ଜଦି ଗୋଟେ ଗପ
Female & Male:-
କହୁ ଥିବା ଶୁଣୁ ଥିବା ମିତ
କହୁ ଥିବା ଶୁଣୁ ଥିବା ମିତ


Jibanata jadi hue gita odia song lyrics in odia language


Thank You


Comments