kahinki mo jibane odia song lyrics in odia language

Odia Song Lyrics

କାହିଁକି ମୋ ଜୀବନେ ଆସିଥିଲ ତୁମେ
ଏକୁଟିଆ ଥିଲି ମୁଁ ଭଲରେ ଥିଲି

kahinki mo jibane asila tume odia song lyrics in odia language

ଓ ଓ ଓ ଓ ଓ ଓ ଓ ଓ ଓ ଓ ଓ ଓ

କାହିଁକି ମୋ ଜୀବନେ ଆସିଥିଲ ତୁମେ

କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
ଏକୁଟିଆ ଥିଲି ମୁଁ ଭଲରେ ଥିଲି
ସେନେହ ମୋ ସବୁ ନେଇ
ନିଜକୁ ମୋ ସାଥି କହି
ବିରହ ନିଆଁରେ ମୋତେ ଠେଲି ଦେଇ
ନୀରବରେ ଏତେ ଦିନ କେମିତି
ରହି ପାରିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ


ଯେମିତି ସେମିତି କଟୁଥିଲା ଦିନ ମୋର
ଲୋଡି ତ ନଥିଲି ସାହାରା କେବେ କାହାର
ଯେମିତି ସେମିତି କଟୁଥିଲା ଦିନ ମୋର
ଲୋଡି ତ ନଥିଲି ସାହାରା କେବେ କାହାର
ଅତିଥି ହେଇ ଆସିଲ ଦିନେ ମୋ ଜୀବନେ
ଦୀପଟିଏ ପ୍ରେମର ଜାଳିଦେଲ ମୋ ମନେ
ସେଇ ଦିପଟିକୁ ପୁଣି
ନିଜ ହାତେ ଛିଂଚି ପାଣି
ଲିଭେଇ କେମିତି ରହିଗଲ ତୁନି
ଦୋଷ ମୋର ଥରେ ହେଲେ କିଛିବି
ନ କହିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ


କି ଲାଭ ପାଉଛ ଜିଅନ୍ତା ଜାଳିକି ମୋତେ
ଗଲନି କାହିଁକି ମାରିଦେଇ ନିଜ ହାତେ
କି ଲାଭ ପାଉଛ ଜିଅନ୍ତା ଜାଳିକି ମୋତେ
ଗଲନି କାହିଁକି ମାରିଦେଇ ନିଜ ହାତେ
ସପନ ଭାଙ୍ଗି ଆଖିରୁ ଝରୁଛି ରକତ
ହୃଦୟ ହେଇଚି ମୋର
କେତେ ଯେ ଆହତ
କାହିଁକି ତୁମେ ବୁଝିବ
କେମିତି ତୁମେ ଜାଣିବ
ଜାଣିଲେବି କୋଉ ଫରକ ପଡିବ
ଅକାରଣେ ଯେବେ ଏତେ ଯାତନା
ଦେଇ ପାରିଲ ତୁମେ

କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
ଏକୁଟିଆ ଥିଲି ମୁଁ ଭଲରେ ଥିଲି
ସେନେହ ମୋ ସବୁ ନେଇ
ନିଜକୁ ମୋ ସାଥି କହି
ବିରହ ନିଆଁରେ ମୋତେ ଠେଲି ଦେଇ
ନୀରବରେ ଏତେ ଦିନ କେମିତି
ରହି ପାରିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ
କାହିଁକି ମୋ ଜୀବନେ ଆସିଥିଲ ତୁମେ

ଓ ଓ ଓ ଓ ଓ ଓ ଓ ଓ ଓ ଓ ଓ ଓ

kahinki mo jibane asila tume odia song lyrics in odia language


Thank You


Comments