Kaliare Mana Boli Odia Song Lyrics In Odia Language

ODIA SONG LYRICS

କାଳିଆରେ ମନ ବୋଲି ତୋର କିଛି ନାହିଁ

 Kaliare Mana Boli Odia Song Lyrics In Odia Language

କାଳିଆରେ.......... 
କାଳିଆରେ କାଳିଆରେ କାଳିଆରେ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ
ମନକୁ ତୋହର ଗୋପ ଗୋପାଳୁଣୀ
ମନକୁ ତୋହର ଗୋପ ଗୋପାଳୁଣୀ
ରାଧିକା ଯାଇଛି ନେଇ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ


ମନ ଯଦି ତୋର ଥାଆନ୍ତା ସତେରେ
ମୋ ମନ ପାରନ୍ତୁ ବୁଝି
କେତେ ବେଳେ ଥରେ ମନେ ପଡିଗଲେ
ମୋତେ ତ ପାରନ୍ତୁ ଖୋଜି
ମିଛଟାରେ ତତେ ଡାକନ୍ତେ ଭକତେ
ମିଛଟାରେ ତତେ ଡାକନ୍ତେ ଭକତେ
ମନୁଆ ଠାକୁର କହି
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ


ଆପଣା ଲୋକର କଷଣ ଦେଖିଲେ
ମନ ହୁଏ ଛଟପଟ
ମନ ନାହିଁ ବୋଲି ଆନନ୍ଦେ ହସୁଛୁ
ଦେଖି ମୋର ଦୁଃଖ କଷ୍ଟ
ଏତେ କଥା ବୁଝି ତଥାପି ମୋ ମନ
ଏତେ କଥା ବୁଝି ତଥାପି ମୋ ମନ
ତୋ ପାଇଁ ହେଉଛି ବାଇ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ

ମନକୁ ତୋହର ଗୋପ ଗୋପାଳୁଣୀ
ମନକୁ ତୋହର ଗୋପ ଗୋପାଳୁଣୀ
ରାଧିକା ଯାଇଛି ନେଇ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ ମନ ବୋଲି ତୋର କିଛି ନାହିଁ
କାଳିଆରେ....  କାଳିଆରେ କାଳିଆରେ
କାଳିଆରେ କାଳିଆରେ

 Kaliare Mana Boli Tora Kichhi Nahi Odia Song Lyrics In Odia Language


Thank You

Comments