kebe lage se odia song lyrics in odia language

Odia Song Lyrics

କେବେ ଲାଗେ ସେ ମତେ ଝରଣା

kebe lage se mate jharana odia song lyrics in odia language


କେବେ ଲାଗେ ସେ ମତେ ଝରଣା

କେବେ ଲାଗେ ସେ ମତେ ଝରଣା

କେବେ ଲାଗେ ସେ ମରୀଚିକା

ମୋ ପାଖକୁ ନ ଆସି ସେ

ଦେଖେ ମତେ ଲୁଚି ଲୁଚିକା

କେବେ କେବେ ସେ ଲାଗେ ପୁଣି

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

କେବେ ଲାଗେ ସେ ମତେ ଝରଣା

କେବେ ଲାଗେ ସେ ମରୀଚିକା

ମୋ ପାଖକୁ ନ ଆସି ସେ

ଦେଖେ ମତେ ଲୁଚି ଲୁଚିକା

କେବେ କେବେ ସେ ଲାଗେ ପୁଣି

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା



ଆଇନାରେ ଯେବେ ସିଏ

ଦେଖୁଥିବ ମୁହଁ ତାର

ଆଇନାରେ ଯେବେ ସିଏ

ଦେଖୁଥିବ ମୁହଁ ତାର

ମତେ ଡର ଆଇନାକୁ

କାଳେ ଲଗେଇ ଦବ ନଜର

ଆଇନାରେ ଯେବେ ସିଏ

ଦେଖୁଥିବ ମୁହଁ ତାର

ମୋତେ ଡର ଆଇନାକୁ

କାଳେ ଲଗେଇ ଦବ ନଜର

କେତେ ଯତନେ ତାକୁ ଗଢ଼ିଚି

କେଜାଣି କୋଉ କାରିଗର

କାହା କଳ୍ପନା ବିଶ ଦେଖି

ହେଇପାରେ ଏତେ ସୁନ୍ଦର

ତାକୁ ଦେଖି ମୁଁ ଭାବି ବସେ

କେତେ କଥା ଏମିତିକା

କେତେ କଥା ଏମିତିକା

କେତେ କଥା ଏମିତିକା

କେତେ କଥା ଏମିତିକା

କେତେ କଥା ଏମିତିକା



ନାଲି ସୂରୁଜକୁ ଦେଖି

ଭାବେ ତା ମଥା ଟିକିଲି

ନାଲି ସୂରୁଜକୁ ଦେଖି

ଭାବେ ତା ମଥା ଟିକିଲି

ବରଷା ହେଲେ ଭାବେ ମୁଁ

କାଳେ ସେ କାନ୍ଦୁଚି ବୋଲି


ନାଲି ସୂରୁଜକୁ ଦେଖି

ଭାବେ ତା ମଥା ଟିକିଲି

ବରଷା ହେଲେ ଭାବେ ମୁଁ

କାଳେ ସେ କାନ୍ଦୁଚି ବୋଲି

ତା ଚେହେରା ଦେଖୁଥାଏ

ମୁଁ ପାଣିରେ ପବନରେ

ସିଏ ରହୁଚି ଘର କରି

ବହୁଦିନୁ ମୋ ମନରେ

ତା ବିନା ମୋ ଜୀବନର

ସବୁ ରଙ୍ଗ ଲାଗେ ଫିକା

ସବୁ ରଙ୍ଗ ଲାଗେ ଫିକା

ସବୁ ରଙ୍ଗ ଲାଗେ ଫିକା

ସବୁ ରଙ୍ଗ ଲାଗେ ଫିକା

ସବୁ ରଙ୍ଗ ଲାଗେ ଫିକା


କେବେ ଲାଗେ ସେ ମତେ ଝରଣା

କେବେ ଲାଗେ ସେ ମରୀଚିକା

ମୋ ପାଖକୁ ନ ଆସି ସେ

ଦେଖେ ମତେ ଲୁଚି ଲୁଚିକା

କେବେ କେବେ ସେ ଲାଗେ ପୁଣି

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା

ମୋ କାହାଣୀର ନାଇକା


kebe lage se mate jharana odia song lyrics in odia language


Thank You



Comments