Kede Madhura Tuma Odia Song Lyrics In Odia Language

ODIA SONG LYRICS

କେଡେ ମଧୁର ତୁମ ନାମ ରସ

Kede Madhura Tuma Nama Rasa Odia Song Lyrics In Odia Language

କେଡେ ମଧୁର ତୁମ ନାମ ରସ
କେଡେ ମଧୁର ତୁମ ନାମ ରସ
ଯା ଲାଗି ଗଡ଼ୁଛି....ଯା ଲାଗି ଗଡୁଛି 
ଯା ଲାଗି ଗଡୁଛି ଯା ଲାଗି ଗଡୁଛି
ଯା ଲାଗି ଗଡୁଛି ଜୀବନର ନନ୍ଦିଘୋଷ
କେଡେ ମଧୁର ତୁମ ନାମ ରସ
କେଡେ ମଧୁର ତୁମ ନାମ ରସ



ନାମ ରସ ଥରେ ପାନ କଲାପରେ
ହୃଦୟ ହୁଏ ସୁଦାମା ହେ ମଣିମା
ହୃଦୟ ହୁଏ ସୁଦାମା
ସଙ୍ଗାତ ପାଖରେ ବସ ସରଧାରେ
ପାସୋରା ଶ୍ରୀକ୍ଷେତ୍ର ସୀମା ହେ ମଣିମା
ପାସୋରା ଶ୍ରୀକ୍ଷେତ୍ର ସୀମା
ମନ ଅଗଣାରେ......ମନ ଅଗଣାରେ
ମନ ଅଗଣାରେ ମନ ଅଗଣାରେ
ମନ ଅଗଣାରେ ହସ ଫୁଟେ ବାର ମାସ
କେଡେ ମଧୁର ତୁମ ନାମ ରସ
କେଡେ ମଧୁର ତୁମ ନାମ ରସ



ତୁମ ନାମ ରସ ସଂସାରେ ପିୟୁଷ
ଅନ୍ଧାରେ ସତେ ଚନ୍ଦ୍ରମା ହେ ମଣିମା
ଅନ୍ଧାରେ ସତେ ଚନ୍ଦ୍ରମା
ଦିଏସେ ଆଶିଷ ତୁମରି ପରଶ
ନ ପୂଜି ତୁମ ପ୍ରତିମା ହେ ମଣିମା
ନ ପୂଜି ତୁମ ପ୍ରତିମା
କୋଟି ଜନମକୁ......କୋଟି ଜନମକୁ
କୋଟି ଜନମକୁ କୋଟି ଜନମକୁ
କୋଟି ଜନମକୁ ଆତ୍ମା ଶାରୀ ହୁଏ ତୋଷ
କେଡେ ମଧୁର ତୁମ ନାମ ରସ

କେଡେ ମଧୁର ତୁମ ନାମ ରସ
ଯା ଲାଗି ଗଡ଼ୁଛି....ଯା ଲାଗି ଗଡୁଛି 
ଯା ଲାଗି ଗଡୁଛି ଯା ଲାଗି ଗଡୁଛି
ଯା ଲାଗି ଗଡୁଛି ଜୀବନର ନନ୍ଦିଘୋଷ
କେଡେ ମଧୁର ତୁମ ନାମ ରସ
କେଡେ ମଧୁର ତୁମ ନାମ ରସ
କେଡେ ମଧୁର ମଧୁର ତୁମ ନାମ ରସ
କେଡେ ମଧୁର ମଧୁର ମଧୁର ତୁମ ନାମ ରସ

Kede Madhura Tuma Nama Rasa Odia Song Lyrics In English Language

Thank You

Comments