kete thara hrudaya mo odia song lyrics in odia language

Odia Song Lyrics

କେତେ ଥର ହୃଦୟ ମୋ ଭାଙ୍ଗିବ କୁହ

କେତେ ଆଉ ଆଖିରୁ ମୋ ଝରିବ ଲୁହ

kete thara hrudaya mo odia song lyrics in odia language


କେତେ ଥର ହୃଦୟ ମୋ ଭାଙ୍ଗିବ କୁହ
କେତେ ଥର ହୃଦୟ ମୋ ଭାଙ୍ଗିବ କୁହ
କେତେ ଆଉ ଆଖିରୁ ମୋ ଝରିବ ଲୁହ
କେତେ ଆଉ ଆଖିରୁ ମୋ ଝରିବ ଲୁହ
ମାରିବାକୁ ମୋତେ ଆଉ କରନି କିଛି
ସେମିତି ମରିଯିବି ଟିକିଏ ରୁହ
ସେମିତି ମରିଯିବି ଟିକିଏ ରୁହ
କେତେ ଥର ହୃଦୟ ମୋ ଭାଙ୍ଗିବ କୁହ
କେତେ ଆଉ ଆଖିରୁ ମୋ ଝରିବ ଲୁହ


ମୋ ହୃଦୟଟା ତୁମ ପାଇଁ ଖେଳନା
ମୋ ହୃଦୟଟା ତୁମ ପାଇଁ ଖେଳନା
ଖେଳୁ ଖେଳୁ ଭାଙ୍ଗେ ବୋଲି ତୁମେ ଜାଣନା
ଖେଳୁ ଖେଳୁ ଭାଙ୍ଗେ ବୋଲି ତୁମେ ଜାଣନା
ହୃଦୟ ତୁମର କେବେ ଭାଙ୍ଗିନି କେହି
ଅବା ତୁମ ଛାତିରେ ହୃଦୟ ହି ନାହିଁ
ହୃଦୟ ତୁମର କେବେ ଭାଙ୍ଗିନି କେହି
ଅବା ତୁମ ଛାତିରେ ହୃଦୟ ହି ନାହିଁ
ଲୁଚେଇବି କେମିତି ମୋ ମନର କୋହ
ମଣିଷଟେ ପରା ମୁଁ ଗୋଟେ ପଥର ନୁହଁ
ମଣିଷଟେ ପରା ମୁଁ ଗୋଟେ ପଥର ନୁହଁ
କେତେ ଥର ହୃଦୟ ମୋ ଭାଙ୍ଗିବ କୁହ
କେତେ ଆଉ ଆଖିରୁ ମୋ ଝରିବ ଲୁହ


ବନ୍ଧୁଟିଏ ଥିବ ଯାହାର ତୁମ ପରି
ବନ୍ଧୁଟିଏ ଥିବ ଯାହାର ତୁମ ପରି
ଲୋଡ଼ା ନାହିଁ ତାକୁ ଆଉ କୋଉ ବଇରୀ
ଲୋଡ଼ା ନାହିଁ ତାକୁ ଆଉ କୋଉ ବଇରୀ
ତୁମକୁ ନିଜର କରି କଲି କି ଦୋଷ
ଜୀବନେ ମୋ ଭରି ଦେଲ ବିଷ ହିଁ ବିଷ
ତୁମକୁ ନିଜର କରି କଲି କି ଦୋଷ
ଜୀବନେ ମୋ ଭରି ଦେଲ ବିଷ ହିଁ ବିଷ
ଏତେ କଥା ପରେ ଦେଖ ମୋ ମନ କହେ
ଯୋଉଠି ବି ରୁହ ତୁମେ ଖୁସିରେ ରୁହ
ଯୋଉଠି ବି ରୁହ ତୁମେ ଖୁସିରେ ରୁହ
କେତେ ଥର ହୃଦୟ ମୋ ଭାଙ୍ଗିବ କୁହ
କେତେ ଆଉ ଆଖିରୁ ମୋ ଝରିବ ଲୁହ
ମାରିବାକୁ ମୋତେ ଆଉ କରନି କିଛି
ସେମିତି ମରିଯିବି ଟିକିଏ ରୁହ
ସେମିତି ମରିଯିବି ଟିକିଏ ରୁହ

kete thara hrudaya mo bhangiba kuha odia song lyrics in odia language



Thank You



Comments