kie sei anamika odia song lyrics in odia language

Odia Song Lyrics

କିଏ ସେଇ ଅନାମିକା

kie sei anamika odia song lyrics in odia language


କିଏ ସେଇ ଅନାମିକା

କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କେଜାଣି କାହିଁକି ଏମିତି ଲାଗୁଛି
କେଜାଣି କାହିଁକି ଏମିତି ଲାଗୁଛି
ସତେ ଯେମିତି ସେ ମୋ ପ୍ରେମିକା
ପ୍ରେମିକା ପ୍ରେମିକା ପ୍ରେମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା



ସପନେ ଆସେ ପାଖରେ ବସେ
ମତେ ଦେଖି ସେ ମୁରୁକି ହସେ
ସପନେ ଆସେ ପାଖରେ ବସେ
ମତେ ଦେଖି ସେ ମୁରୁକି ହସେ
ତା ଠିକଣା ମୁଁ ଜାଣେନା
କିଛି ପଚାରିଲେ କିଛି କହେନା
କିଏ ସେଇ ପରି ଏତେ ଯେ ସୁନ୍ଦରୀ
କିଏ ସେଇ ପରି ଏତେ ଯେ ସୁନ୍ଦରୀ
ସିଏ କି ହେବ ମୋର ନାଇକା
ନାଇକା ନାଇକା ନାଇକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା


ବଞ୍ଚି ପାରୁନି ମୁଁ ମରି ପାରୁନି ମୁଁ
କି କଷ୍ଟ ପାଉଚି କହି ପାରୁନି ମୁଁ
ବଞ୍ଚି ପାରୁନି ମୁଁ ମରି ପାରୁନି ମୁଁ
କି କଷ୍ଟ ପାଉଚି କହି ପାରୁନି ମୁଁ
ଥରେ ଖାଲି ସିଏ ଯଦି ମତେ କହେ
ମୋ ପରି ସିଏ ବି ମୋତେ ଭଲ ପାଏ
ଜାଣିଯିବି ମୁହିଁ ବୁଝିଯିବି ମୁହିଁ
ଜାଣିଯିବି ମୁହିଁ ବୁଝିଯିବି ମୁହିଁ
ସେଇ ଅନାମିକା ମୋ ନାଇକା
ପେମିକା ନାଇକା ପ୍ରେମିକା

କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କେଜାଣି କାହିଁକି ଏମିତି ଲାଗୁଛି
କେଜାଣି କାହିଁକି ଏମିତି ଲାଗୁଛି
ସତେ ଯେମିତି ସେ ମୋ ପ୍ରେମିକା
ପ୍ରେମିକା ପ୍ରେମିକା ପ୍ରେମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା
କିଏ ସେଇ ଅନାମିକା

kie sei anamika odia song lyrics in odia language



Thank You



Comments