kuha jagannath kahin odia song lyrics in odia language

ODIA SONG LYRICS

କୁହ ଜଗନ୍ନାଥ କାହିଁ ପାଇଁ ଏତେ
ପାତର ଅନ୍ତର ନିତି

Kuha Jagannath Kahin Pain Ete Odia Song Lyrics In Odia Language

କୁହ ଜଗନ୍ନାଥ କାହିଁ ପାଇଁ ଏତେ
ପାତର ଅନ୍ତର ନିତି
କୁହ ଜଗନ୍ନାଥ କାହିଁ ପାଇଁ ଏତେ
ପାତର ଅନ୍ତର ନିତି
କାହା ପାଇଁ ହସ ଜୁଆର ଛୁଟାଅ
କାହା ପାଇଁ ଲୁହ ନିତି
କୁହ ଜଗନ୍ନାଥ



ତୁମେ ପରା ପ୍ରଭୁ ସାରା ଜଗତର
ତୁମେ ପରା ପ୍ରଭୁ ସାରା ଜଗତର
ବୋଲାଅ ଜଗତ ସ୍ୱାମୀ
ସବୁରି ମରମ ବୁଝିପାର ବୋଲି
ତୁମେ ତ ଅନ୍ତରର୍ଯ୍ୟାମୀ
ତୁମେ ନିଜେ କୁହ ସତ କି କଥା
ଏମିତି କି ତୁମ ନିତି
କୁହ ଜଗନ୍ନାଥ



ନ ପାରିବ ଜଦି କାନ୍ଦିଲା ଆଖିରୁ
ନ ପାରିବ ଜଦି କାନ୍ଦିଲା ଆଖିରୁ
ଝରିଗଲା ଲୁହ ପୋଛି
ନ ବୁଝିବ ଜଦି ଜଳିଲା ମନର
ଆକୁଳତା ବୁଝି କିଛି
କାହିଁକି କହିବି ଜଗତ ଠାକୁର
ପାଷାଣରୁ ପଡି ଛାତି
କୁହ ଜଗନ୍ନାଥ କାହିଁ ପାଇଁ ଏତେ
ପାତର ଅନ୍ତର ନିତି
କାହା ପାଇଁ ହସ ଜୁଆର ଛୁଟାଅ
କାହା ପାଇଁ ଲୁହ ନିତି
କୁହ ଜଗନ୍ନାଥ
କୁହ ଜଗନ୍ନାଥ କୁହ ଜଗନ୍ନାଥ


Kuha Jagannath Kahin Pain Ete Odia Song Lyrics In Odia Language


Thank You

Comments