Maa Jhadi Die Odia Song Lyrics In Odia Language

ODIA SONG LYRICS

ମା ଝାଡ଼ିଦିଏ ଯେତେ ଦେହ ଧୂଳି
ଅଝଟ ଛାଡ଼ଇ ବାପ

Maa Jhadi Die Odia Song Lyrics In Odia Language

ମା ଝାଡିଦିଏ ଯେତେ ଦେହ ଧୂଳି
ମା ଝାଡ଼ିଦିଏ ଯେତେ ଦେହ ଧୂଳି
ଅଝଟ ଛାଡ଼ଇ ବାପ
ଗୁଣିଆ ଝାଡଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ


ଯୋଗୀ ଫେରି ଗଲେ ଦୁଆର ମୁହଁରୁ
ଭୋଗୀ କି ଲାଗଇ ଦୋଷ
ଯୋଗୀ ଫେରି ଗଲେ ଦୁଆର ମୁହଁରୁ
ଭୋଗୀ କି ଲାଗଇ ଦୋଷ
ଭକତ ଫେରିଲେ ତା ସିଂହଦୁଆରୁ
କାଳିଆକୁ ଲାଗେ ବିଷ
ବିଷ ଝାଡିଦିଏ ସାପୁଆ କେଳାରେ
ବିଷ ଝାଡିଦିଏ ସାପୁଆ କେଳାରେ
ପୂଜା ଝଡ଼େ ଅଭିଶାପ
ଗୁଣିଆ ଝାଡଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ


ସରଗକୁ ସିଢି ବାଇଶି ପାହାଚ
ଦୁଆରେ ଦେଇଛି ଡେରି
ସରଗକୁ ସିଢି ବାଇଶି ପାହାଚ
ଦୁଆରେ ଦେଇଛି ଡେରି
ଯେତେ ଇଛା କଲେ ଯାଇକି ପାରିବ
ନଲାଗିଲେ ତାର ଡୋରି
ସେ ଡୋରି ଲାଗଇ ହୃଦୟ ବେଢାରେ
ସେ ଡୋରି ଲାଗଇ ହୃଦୟ ବେଢାରେ
ହୃଦୟ ବେଢାରେ ଜାଳିଲେ ଭକତି ଦୀପ
ଗୁଣିଆ ଝାଡଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ

ମା ଝାଡିଦିଏ ଯେତେ ଦେହ ଧୂଳି
ମା ଝାଡ଼ିଦିଏ ଯେତେ ଦେହ ଧୂଳି
ଅଝଟ ଛାଡ଼ଇ ବାପ
ଗୁଣିଆ ଝାଡଇ ଡାହାଣୀ ସିନା
ଗୁଣିଆ ଝାଡ଼ଇ ଡାହାଣୀ ସିନା
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ
କାଳିଆ ଝାଡଇ ପାପରେ
କାଳିଆ ଝାଡ଼ଇ ପାପ

Maa Jhadi Die Jete Deha Dhuli Odia Song Lyrics In Odia Language


Thank You


Comments