manasi manasi odia song lyrics in odia language

Odia Song Lyrics

ମାନସୀ ମାନସୀ ମାନସୀ

manasi manasi odia song lyrics in odia language


ଫୁଲଟିଏ ଦେଖି ଯେତେ ଲାଗେ ଖୁସି

ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି
ହୋ..... ମାନସୀ ମାନସୀ ମାନସୀ
ମୋଠୁ କେ ଭଲପାଏ ତୁମକୁ ବେଶୀ ହାଏ
ମୋଠୁ କେ ଭଲ ପାଏ ତୁମକୁ ବେଶୀ
ଫୁଲଟିଏ ଦେଖି ଯେତେ ଲାଗେ ଖୁସି
ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି


ମାନସୀ ଗୋ ତୁମର ଚୋରା ଚାହାଣି
କହେ ମତେ କେତେ ଯେ ପ୍ରେମ କାହାଣି ହାଏ
ତୁମ ଓଠେ କେତେ ଗୋଲାପର ନାଲି
ମନ କହେ ଦେଖନ୍ତି ତୁମକୁ ଖାଲି
ହୋ..... ମାନସୀ ମାନସୀ ମାନସୀ
ସତେ କି ଚାନ୍ଦ ମୋ ହାତେ ପଡିଚି ଖସି ହାଏ
ସତେ କି ଚାନ୍ଦ ମୋ ହାତେ ପଡିଚି ଖସି
ଫୁଲଟିଏ ଦେଖି ଯେତେ ଲାଗେ ଖୁସି
ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି


ମାନସୀ ଗୋ ତୁମେ କହିଦେଲେ ଥରେ
ଜହ୍ନ ଆଣି ଦେବି ମୁଁ ତୁମ ହାତରେ ହାଏ
ଯଦି ତୁମେ କୁହ ତୁମ ଖୁସି ପାଇଁ
ଏ ଆକାଶ ଯିବ ତୁମ ପାଦେ ନଇଁ
ହୋ..... ମାନସୀ ମାନସୀ ମାନସୀ
କାହିଁକି ଏମିତି ତୁମେ ଯାଇଚ ରୁଷି ହାଏ
କାହିଁକି ଏମିତି ତୁମେ ଯାଇଚ ରୁଷି
ଫୁଲଟିଏ ଦେଖି ଯେତେ ଲାଗେ ଖୁସି
ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି
ହୋ..... ମାନସୀ ମାନସୀ ମାନସୀ
ମୋଠୁ କେ ଭଲପାଏ ତୁମକୁ ବେଶୀ ହାଏ
ମୋଠୁ କେ ଭଲ ପାଏ ତୁମକୁ ବେଶୀ
ମୋଠୁ କେ ଭଲପାଏ ତୁମକୁ ବେଶୀ ହାଏ
ମୋଠୁ କେ ଭଲ ପାଏ ତୁମକୁ ବେଶୀ

manasi manasi odia song lyrics in odia language



Thank You



Comments