manisa thili mu odia song lyrics in odia language

ODIA SONG LYRICS

ମଣିଷ ଥିଲି ମୁ ପ୍ରେମିକ କଲୁ ତୁ

Manisa Thili Mu Premika Kalu Tu Odia Song Lyrics In Odia Language

ମଶାଣିରେ ମୁ.....କୋଉଠିଲୋ ତୁ.....
ଆ ଦେଖିଯା ମୋ ପାଉଁଶ

(( ଜଳନ୍ତା ଦୀପରେ ହାତ ରଖି ଦିନେ
ଭଲ ପାଉ ବୋଲି କହିଲୁ
ଭଲ ପାଇବାର ଉପହାର ମୋତେ
ଶେଷରେ ପାଉଁଶ କରିଲୁ ))


ମଣିଷ ଥିଲି ମୁ ପ୍ରେମିକ କଲୁ ତୁ
ମଣିଷ ଥିଲି ମୁ ପ୍ରେମିକ କଲୁ ତୁ
ପ୍ରେମ କରି ତତେ ପ୍ରେମ କରି ତତେ
ପିଇଲି ବିଷ...
ଜାଳିଦେଲୁ ଜଳିଗଲି ହେଲି ପାଉଁଶ
ମଣିଷ ଥିଲି ମୁ ପ୍ରେମିକ କଲୁ ତୁ



ତୋ ଜାତକେ ଲେଖା ଅଛି ସୁନାର କଳସ
ମୋ ଜାତକେ ଲେଖା ଥିଲା ଅଳପ ଆୟୁଷ
ତୋ ଜାତକେ ଲେଖା ଅଛି ସୁନାର କଳସ
ମୋ ଜାତକେ ଲେଖା ଥିଲା ଅଳପ ଆୟୁଷ
ବାଟରେ ଥିଲି ମୁ ଅବାଟେ ନେଲୁ ତୁ
ବାଟରେ ଥିଲି ମୁ ଅବାଟେ ନେଲୁ ତୁ
ପ୍ରେମ କରି ତତେ ପ୍ରେମ କରି ତତେ
ପିଇଲି ବିଷ....
ଜାଳିଦେଲୁ ଜଳିଗଲି ହେଲି ପାଉଁଶ
ମଣିଷ ଥିଲି ମୁ ପ୍ରେମିକ କଲୁ ତୁ



ତୋ ସିନ୍ତିରେ ଶୋଭା ପାଏ ସୁଖର ସିନ୍ଦୁର
ମୋ ଜୀବନେ ଭରିଦେଲୁ ଲୁହର ଝଙ୍କାର
ହୋ ତୋ ସିନ୍ତିରେ ଶୋଭା ପାଏ ସୁଖର ସିନ୍ଦୁର
ମୋ ଜୀବନେ ଭରିଦେଲୁ ଲୁହର ଝଙ୍କାର
ଭଲରେ ଥିଲି ମୁ ମନ୍ଦରେ ନେଲୁ ତୁ
ଭଲରେ ଥିଲି ମୁ ମନ୍ଦରେ ନେଲୁ ତୁ
ପ୍ରେମ କରି ତତେ ପ୍ରେମ କରି ତତେ
ପିଇଲି ବିଷ....
ଜାଳିଦେଲୁ ଜଳିଗଲି ହେଲି ପାଉଁଶ

Manisa Thili Mu Premika Kalu Tu Odia Song lyrics In Odia Language

Thank You

Comments