Michhe Sina Mali Odia Song Lyrics In Odia Language

ODIA SONG LYRICS

ମିଛେ ସିନା ମଲି ଡାକି ଡାକି ହେ ଚକାଆଖି

Michhe Sina Mali Odia Song Lyrics In Odia Language

ମିଛେ ସିନା ମଲି ଡାକି ଡାକି ହେ ଚକାଆଖି
ମିଛେ ସିନା ମଲି ଡାକି ଡାକି ହେ ଚକାଆଖି
ଶୁଣିବାକୁ ଦୁଃଖ ମୋର କାନ ତ କଲ ପଥର
ଶକତି ନାହିଁ ତୁମର ତାରିବାକୁ ଦୁଃଖୀ ହେ ଚକାଆଖି
ମିଛେ ସିନା ମଲି ଡାକି ଡାକି ହେ ଚକାଆଖି


ଡରି ମରି ଲୋକ କହେ ତୁମେ ଦୁଃଖ ହାରି
ତୁମେ ଦୁଃଖ ହାରି
ଡରି ମରି ଲୋକ କହେ ତୁମେ ଦୁଃଖ ହାରି
ତୁମେ ଦୁଃଖ ହାରି
ଆଖି ଛୁଇଁ କହ ଦୁଃଖ ହରିଛ କାହାରି
ପ୍ରଭୁ ହରିଛ କାହାରି
ସତ ମୁଁ କହୁଛି ବୋଲି
ଦେବି କୋଟି ସାକ୍ଷୀ ହେ ଚକାଆଖି
ମିଛେ ସିନା ମଲି ଡାକି ଡାକି ହେ ଚକାଆଖି


ରଧାକୁ ଝୁରାଇ ତୁମେ ମାରିଛ କି ନାହିଁ
ମାରିଛ କି ନାହିଁ
ରଧାକୁ ଝୁରାଇ ତୁମେ ମାରିଛ କି ନାହିଁ
ମାରିଛ କି ନାହିଁ
କରେ ଯେ ତୁମର ଆସ କାନ୍ଦି ମରେ ସେହି
ପ୍ରଭୁ କାନ୍ଦି ମରେ ସେହି
ବଖାଣି ବସିଲେ ତୁମ ଗୁଣ ସରିବକି ହେ ଚକାଆଖି
ମିଛେ ସିନା ମଲି ଡାକି ଡାକି ହେ ଚକାଆଖି
ମିଛେ ସିନା ମଲି ଡାକି ଡାକି ହେ ଚକାଆଖି

Michhe Sina Mali Daki Daki He Odia Song Lyrics In Odia Language


Thank You

Comments