mo bhitare mu nahi odia song lyrics in odia language

Odia Song Lyrics

ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ

mo bhitare mu nahi odia song lyrics in odia language


   Male:-
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ବାଟରେ ତୋ ଚେହେରା
ଶୁଣଜରା ଶୁଣଜରା
ଶୁଣଜରା ଶୁଣଜରା
     Female:-
ଦୂରେ ଥିଲେ ଦେଲି ଧରା
ଡାକିନେଲା ତୋ ଚେହେରା
ଦୂରେ ଥିଲେ ଦେଲି ଧରା
ଡାକିନେଲା ତୋ ଚେହେରା
ଜାଣିଲି ତୋ ପ୍ରେମ ନିଆରା
ଶୁଣଜରା ଶୁଣଜରା
ଶୁଣଜରା ଶୁଣଜରା


           Male :- 
ପାଖକୁ ଡାକିଲୁ ପାଖରେ ବସିଲୁ
ଓ ସାଥି ପ୍ରେମରେ ଝୁମିଲୁ
ପ୍ରେମରେ କହିଲୁ ଦିନରାତି
          Female:-
ହଁ ଜାଣିଲି କେମିତି ନିଜର ଲାଗିଲୁ
ଏମିତି ସ୍ୱପ୍ନରେ ସାମ୍ନାରେ ସବୁଠି
ରହିଛୁ ତୁ ଯେମିତି
          Male:-
ଆଜି କାଲି ଏଇ ଆଖି ମୋର
ତତେ ଖାଲି ଖୋଜୁଛି
         Female:-
ଖୋଜୁ ଖୋଜୁ କାଳେ ହଜିଛି
ଭାରି ଡର ଲାଗୁଛି
          Male:-
ତତେ ଖୋଜେ ଦିନ ସାରା
ଶୁଣଜରା ଶୁଣଜରା
ଶୁଣଜରା ଶୁଣଜରା


          Female:-
ହୋ.....ନା ନା ନା  ହୋ ହୋ
ଅଜଣା ଅତୀତ ଜାଣିବାକୁ
ମୋର ଇଛା ନାହିଁ
ଏତିକି ଜାଣିଛି ଜିଇଁଛୁ
ଖାଲି ତୁ ମୋ ପାଇଁ
       Male:-
ହୋ..... ଏଇ ମୋ ଜୀବନେ
ତୁ ତ  ନଥିଲେ ମୁଁ ନାହିଁ
ତୋ ବିନା ଅନ୍ଧାର
ଜୀବନରେ ମୋର କିଛି ନାହିଁ
      Female:-
ହଁ କହିଦିଅ ଥରେ
ମୋ ପ୍ରେମକୁ ରଖିବ ସାଇତି
 Male:-
ତୋ ପ୍ରେମ ଯିଏ ମୋ ପ୍ରେମ
ଭୁଲିବି କେମିତି
   Female:-
ମିଳିଗଲା ମିଠା ସାହାରା
ଶୁଣଜରା ଶୁଣଜରା
ଶୁଣଜରା ଶୁଣଜରା

mo bhitare mu nahi odia song lyrics in odia language



Thank You


Comments