mu ajana tuma pain odia song lyrics in odia language

Odia Song Lyrics

ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ

mu ajana tuma pain odia song lyrics in odia language


ମୁଁ ଅଜଣା ତୁମ ପାଇଁ

ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ  ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ


ତୁମକୁ ଦେଖିଚି କେତେ ସପନରେ ମୁ
ଆଙ୍କେ ତୁମ ଛବି କେତେ ଗୋପନରେ ମୁଁ
ତୁମକୁ ଦେଖିଚି କେତେ ସପନରେ ମୁ
ଆଙ୍କେ ତୁମ ଛବି କେତେ ଗୋପନରେ ମୁଁ
ତୁମକୁ ନେଇ କେତେ କବିତା
ଲେଖି ନିଜେ ପଢି ଶୁଣେ
ନିଦ ମୋର ଯାଏ ହଜି
ଆକାଶରେ ତାରା ଗଣେ
ନିଦ ମୋର ଯାଏ ହଜି
ଆକାଶରେ ତାରା ଗଣେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ


ଏମିତି ତ କେତେ ଥର ଦେଖିଚ ମତେ
ହେଲେ ଜାଣିବାକୁ କେବେ ଚାହିଁନ ମତେ
ଏମିତି ତ କେତେ ଥର ଦେଖିଚ ମତେ
ହେଲେ ଜାଣିବାକୁ କେବେ ଚାହିଁନ ମତେ
ଓଠରେ ତୁମେ ନ କହିଲେବି
ମନ କଥା ତୁମ ଜାଣେ
କେତେ ଦିନୁ ଖୋଜୁ ଅଛ
ସାଥୀଟେ ମୋ ପରି ଜଣେ
କେତେ ଦିନୁ ଖୋଜୁ ଅଛ
ସାଥୀଟେ ମୋ ପରି ଜଣେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ

mu ajana tuma pain odia song lyrics in odia language



Thank You



Comments