mu soini ki aji odia song lyrics in odia language

Odia Song Lyrics


ମୁ ଶୋଇନି କି ଆଜି ଚାନ୍ଦ ଶୋଇନି

mu soini ki aji odia song lyrics in odia language


ହେ ହେ ହେ ହେ ଆହା ହା
ହେ ହେ ହେ ହେ ଆହା ହା
ମୁ ଶୋଇନି କି ଆଜି ଚାନ୍ଦ ଶୋଇନି
ହଁ ମୁ ଶୋଇନି କି ଆଜି ଚାନ୍ଦ ଶୋଇନି
କଇଁ ଫୁଟି ନାହିଁ ପ୍ରିୟା ଆସି ନାହିଁ
କଇଁ ଫୁଟି ନାହିଁ ପ୍ରିୟା ଆସି ନାହିଁ
କିଛି ତ ଭଲ ଲାଗୁନି
ମୁ ଶୋଇନି କି ଆଜି ଚାନ୍ଦ ଶୋଇନି
ହାଁ ହାଁ ଚାନ୍ଦ ଶୋଇନି


ଚାନ୍ଦ ଆଜି ଉଜାଗର ସାରା ରାତି ଦୁଃଖରେ
ଉଜାଗରେ ବସିଚି ମୁ ଲୁହ ଭିଜା ଆଖିରେ
ଚାନ୍ଦ ଆଜି ଉଜାଗର ସାରା ରାତି ଦୁଃଖରେ
ଉଜାଗରେ ବସିଚି ମୁ ଲୁହ ଭିଜା ଆଖିରେ
ମୁ ଜାଣେନି କି ଆଜି ଚାନ୍ଦ ଜାଣେନି
କଇଁ ରୂଷିଚିକି ପ୍ରିୟା ରାଗିଚିକି
କଇଁ ରୂଷିଚିକି ପ୍ରିୟା ରାଗିଚିକି
କାରଣ ଖୋଜି ପାଉନି
ମୁ ଶୋଇନି କି ଆଜି ଚାନ୍ଦ ଶୋଇନି
ହାଁ ହାଁ ଚାନ୍ଦ ଶୋଇନି


ପ୍ରେମିକ ମୁ ପାଗଳ ମୁ ଜମା କିଛି ବୁଝେନା
ଜହ୍ନ କାନ୍ଦେ ନୀରବରେ ଖୋଜି କଇଁ ଠିକଣା
ପ୍ରେମିକ ମୁ ପାଗଳ ମୁ ଜମା କିଛି ବୁଝେନା
ଜହ୍ନ କାନ୍ଦେ ନୀରବରେ ଖୋଜି କଇଁ ଠିକଣା
ମୁ ବୁଝେନି କି ଆଜି ଚାନ୍ଦ ବୁଝେନି
ବାଟ ଚାହିଁ ଚାହିଁ ରାତି ଯାଏ ପାହି
ବାଟ ଚାହିଁ ଚାହିଁ ରାତି ଯାଏ ପାହି
କାହାକୁ କହି ହଉନି
ମୁ ଶୋଇନି କି ଆଜି ଚାନ୍ଦ ଶୋଇନି
ହାଁ ଚାନ୍ଦ ଶୋଇନି
ହେ ହେ ହେ ହେ ଆହା ହା
ହେ ହେ ହେ ଓ ଆହା ହା

mu soini ki aji odia song lyrics in odia language



Thank You



Comments

Anonymous said…
🥰🥰🥰🥰🥰😔😔😔😔😔