otharu mo hasa odia song lyrics in odia language

Odia Song Lyrics

ଓଠରୁ ମୋ ହସ ଛଡେଇ ସେ ନେଲା

otharu mo hasa odia song lyrics in odia language

ଓଠରୁ ମୋ ହସ ଛଡେଇ ସେ ନେଲା

କେତେ ଯେ ଦରଦ ମନେ ଭରି ଦେଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ପ୍ରତିଶୃତି ଯେତେ ମତେ ଦେଇଥିଲା
ଗୋଟି ଗୋଟି କରି ସବୁ ଭାଙ୍ଗିଦେଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା


ସରଳ ତା ମୁହଁ ଯେବେ ଦେଖୁଥିଲି
ଦୁଃଖ ଯେତେ ସବୁ ଭୁଲି ଯାଉଥିଲି
ହୋ...ସରଳ ତା ମୁହଁ ଯେବେ ଦେଖୁଥିଲି
ଦୁଃଖ ଯେତେ ସବୁ ଭୁଲି ଯାଉଥିଲି
ଭରି ଯାଉଥିଲା ସ୍ନେହରେ ମୋ ମନ
ଦେଖିଲେ ତା ଦୁଇ କଅଁଳ ନୟନ
ଗୀତ ପରି ତାର କଥା ଲାଗୁଥିଲା
ମୁରୁକି ହସରେ ମନ କିଣୁଥିଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା


କହିଥିଲା ମତେ ସମ୍ପର୍କ ଆମର
ଭାଙ୍ଗିବନି କେବେ ରହିବ ଅମର
କହିଥିଲା ମତେ ସମ୍ପର୍କ ଆମର
ଭାଙ୍ଗିବନି କେବେ ରହିବ ଅମର
କାହିଁକି ଏମିତି ଗଲା ସେ ଦୁରେଇ
କେବେ ମୋ ପାଖକୁ ଫେରିବକି ନାହିଁ
ଉତ୍ତର କିଏ ସେ ଦବ ମତେ ଭଲା
ମୋ ପ୍ରେମକୁ କାହା ନଜର ଲାଗିଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା

ଓଠରୁ ମୋ ହସ ଛଡେଇ ସେ ନେଲା
କେତେ ଯେ ଦରଦ ମନେ ଭରି ଦେଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ପ୍ରତିଶୃତି ଯେତେ ମତେ ଦେଇଥିଲା
ଗୋଟି ଗୋଟି କରି ସବୁ ଭାଙ୍ଗିଦେଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା
ମୁଁ ଚାହୁଁ ଚାହୁଁ ଦିନ କେଇଟାରେ
ପ୍ରିୟା ମୋ ବଦଳି ଗଲା

otharu mo hasa odia song lyrics in odia language



Thank You




Comments