prema aamara rahiba odia song lyrics in odia language

ODIA SONG LYRICS

ପ୍ରେମ ଆମର ରହିବ ଅମର
ଲେଖା ହବ ପରେ କାହାଣି ଆମର

Prema Amara Rahiba Odia Song Lyrics In Odia Language

ପୁଅ
ପ୍ରେମ ଆମର ରହିବ ଅମର
ପ୍ରେମ ଆମର ରହିବ ଅମର
ଲେଖା ହବ ପରେ କାହାଣି ଆମର
ଲେଖା ହବ ପରେ କାହାଣି ଆମର
ଏଇ ଜନମରେ ନହେଲେ ମିଳନ
ଏଇ ଜନମରେ ନହେଲେ ମିଳନ
ପୁଣି ଜନମିବା ଦୁଇ ଥର--ଦୁଇ ଥର
ଝିଅ
ପ୍ରେମ ଆମର ରହିବ ଅମର
ପ୍ରେମ ଆମର ରହିବ ଅମର
ଲେଖା ହବ ପରେ କାହାଣି ଆମର
ଲେଖା ହବ ପରେ କାହାଣି ଆମର



ଝିଅ
ଯୋଉ ବାଟେ ଗଲେ କଣ୍ଟା ଅବା ନିଆଁ
ପ୍ରେମ ନୁହେଁ ଫୁଲ ଶେଜ
କାହିଁ ଦିଏ ବାଧା ଦିଏ ଅପମାନ
ଘୃଣା କରେ ଏ ସମାଜ
ପୁଅ
ହୋ ଯୋଉ ବାଟେ ଗଲେ କଣ୍ଟା ଅବା ନିଆଁ
ପ୍ରେମ ନୁହେଁ ଫୁଲ ଶେଜ
କାହିଁ ଦିଏ ବାଧା ଦିଏ ଅପମାନ
ଘୃଣା କରେ ଏ ସମାଜ
କାହିଁକି ଦୁନିଆ ଏତେ ଦାଉ ସାଧେ..ହୋ
କାହିଁକି ଦୁନିଆ ଏତେ ଦାଉ ସାଧେ
କି ଦୋଷ କରିଛୁ ଦୁନିଆର--ଦୁନିଆର
ଝିଅ
ପ୍ରେମ ଆମର ରହିବ ଅମର
ପ୍ରେମ ଆମର ରହିବ ଅମର
ଲେଖା ହବ ପରେ କାହାଣି ଆମର
ଲେଖା ହବ ପରେ କାହାଣି ଆମର



ପୁଅ
କିଏ ବା ବୁଝିବ ପ୍ରେମର ଦରଦ
ଅଭିଶପ୍ତ ପ୍ରେମ ଏଠି
ଯୋଉ ଦୁନିଆରେ ପ୍ରେମ ଅପରାଧ
କେମିତି ବଞ୍ଚିବା ସେଠି
ଝିଅ
କିଏ ବା ବୁଝିବ ପ୍ରେମର ଦରଦ
ଅଭିଶପ୍ତ ପ୍ରେମ ଏଠି
ଯୋଉ ଦୁନିଆରେ ପ୍ରେମ ଅପରାଧ
କେମିତି ବଞ୍ଚିବା ସେଠି
ପୁଅ
ଏକାଠି ଜଦିରେ ବଞ୍ଚି ନ ପରିବା
ଏକାଠି ଜଦିରେ ବଞ୍ଚି ନ ପରିବା
ଏକାଠି ମରିବା ଗୋଟେ ଥର--ଗୋଟେ ଥର

ଝିଅ
ପ୍ରେମ ଆମର ରହିବ ଅମର
ପୁଅ
ପ୍ରେମ ଆମର ରହିବ ଅମର
ଲେଖା ହବ ପରେ କାହାଣି ଆମର
ଝିଅ
ଲେଖା ହବ ପରେ କାହାଣି ଆମର
ଏଇ ଜନମରେ ନହେଲେ ମିଳନ
ପୁଅ
ଏଇ ଜନମରେ ନହେଲେ ମିଳନ
ପୁଣି ଜନମିବା ଦୁଇ ଥର-ଦୁଇ ଥର
ଝିଅ
ପ୍ରେମ ଆମର ରହିବ ଅମର
ପୁଅ
ପ୍ରେମ ଆମର ରହିବ ଅମର
ଝିଅ
ଲେଖା ହବ ପରେ କାହାଣି ଆମର
ପୁଅ
ଲେଖା ହବ ପରେ କାହାଣି ଆମର
ଝିଅ
ଲେଖା ହବ ପରେ କାହାଣି ଆମର
ପୁଅ
ଲେଖା ହବ ପରେ କାହାଣି ଆମର

Prema Amara Rahiba Odia Song Lyrics In Odia Language

Thank You

Comments