prema eka michhei odia song lyrics in odia language

ODIA SONG LYRICS

ପ୍ରେମ ଏକ ମିଛେଇ ଝିଅର ନାଆଁ

prema eka michhei odia song lyrics in odia language


ହେ ହେ ହେ ହେ ହେ
ଲା ଲା ଲା ଲା ଲା ଲା

ପ୍ରେମ ଏକ ମିଛେଇ ଝିଅର ନାଆଁ

ପ୍ରେମ ଏକ ମିଛେଇ ଝିଅର ନାଆଁ
ପ୍ରେମ ଏକ ମିଛେଇ ଝିଅର ନାଆଁ
ପ୍ରେମ ଏକ ମିଛେଇ ଝିଅର ନାଆଁ
ଠିକଣା ଖୋଜୁଚି ନିଜେ ହଜେଇଚି
ଠିକଣା ଖୋଜୁଚି ନିଜେ ହଜେଇଚି
ତା ପାଇଁ ଝୁରୁଚି ନିଇତି ମରୁଚି
ତା ପାଇଁ ଝୁରୁଚି ନିଇତି ମରୁଚି
ମୋ ସ୍ମୃତି ତାରି ଗାଁ
ମୋ ସ୍ମୃତି ତାରି ଗାଁ
ପ୍ରେମ ଏକ ମିଛେଇ ଝିଅର ନାଆଁ
ପ୍ରେମ ଏକ ମିଛେଇ ଝିଅର ନାଆଁ


ବିନା ଶ୍ରାବଣରେ ବିନା ବାଦଲରେ
ବରଷା ଦେଇଚି ଧରା
ବିନା ଫଗୁଣରେ ବିନା ଅଭୀରରେ
ରଙ୍ଗେଇ ଦଉଚି ପରା
ବିନା ଶ୍ରାବଣରେ ବିନା ବାଦଲରେ
ବରଷା ଦେଇଚି ଧରା
ବିନା ଫଗୁଣରେ ବିନା ଅଭୀରରେ
ରଙ୍ଗେଇ ଦଉଚି ପରା
ସଜେଇ ଦେଇଚି ଗୀତକୁ ମୋର
ତା ନିଜ ସୁରକୁ ଦେଇ
ସୁର ବିନା ଗୀତ ଥିଲା ଏମିତି ତ
ପଚାରୁ ନଥିଲେ କେହି
ବିଜୁଳି ମାରୁଚି ବରଷା ଝରୁଚି
ବିଜୁଳି ମାରୁଚି ବରଷା ଝରୁଚି
ତା ପାଇଁ ଝୁରୁଚି ନିଇତି ମରୁଚି
ତା ପାଇଁ ଝୁରୁଚି ନିଇତି ମରୁଚି
ତା ସ୍ମୃତି ଶୁଭ କାମନା
ତା ସ୍ମୃତି ଶୁଭ କାମନା
ପ୍ରେମ ଏକ ମିଛେଇ ଝିଅର ନାଆଁ
ପ୍ରେମ ଏକ ମିଛେଇ ଝିଅର ନାଆଁ


ଶୁଖିଲା ନଇରେ ଝର ସେ ଦେଇଚି
ପାଷାଣେ ଦେଇଚି ଜୀବନ
ଅକୁହା କୋହରେ ଅସରା ଲୁହରେ
ଭିଯାଇଚି ରାତି ଦିନ
ଶୁଖିଲା ନଇରେ ଝର ସେ ଦେଇଚି
ପାଷାଣେ ଦେଇଚି ଜୀବନ
ଅକୁହା କୋହରେ ଅସରା ଲୁହରେ
ଭିଯାଇଚି ରାତି ଦିନ
ଜୀବନର ଭିଡ ଜୀବନର ମୋଡ
ସଜାଡି ଦେଇଚି ସିଏ
ତା ବିନା ଦୁନିଆ ରଙ୍ଗ ଛଡା ଲାଗେ
କେମିତି କହିବି ହାଏ
ସପନେ ଆସୁଚି ରାତିରେ ହସୁଚି
ସପନେ ଆସୁଚି ରାତିରେ ହସୁଚି
ହାରି ହାରି ଆଜି ତା ପାଇଁ ଜିତିଚି
ହାରି ହାରି ଆଜି ତା ପାଇଁ ଜିତିଚି
ହେଲେ ତାକୁ ଛୁଇଁ ହୁଏ ନା
ହେଲେ ତାକୁ ଛୁଇଁ ହୁଏ ନା

ପ୍ରେମ ଏକ ମିଛେଇ ଝିଅର ନାଆଁ
ପ୍ରେମ ଏକ ମିଛେଇ ଝିଅର ନାଆଁ
ଠିକଣା ଖୋଜୁଚି ନିଜେ ହଜେଇଚି
ଠିକଣା ଖୋଜୁଚି ନିଜେ ହଜେଇଚି
ତା ପାଇଁ ଝୁରୁଚି ନିଇତି ମରୁଚି
ତା ପାଇଁ ଝୁରୁଚି ନିଇତି ମରୁଚି
ମୋ ସ୍ମୃତି ତାରି ଗାଁ
ମୋ ସ୍ମୃତି ତାରି ଗାଁ
ପ୍ରେମ ଏକ ମିଛେଇ ଝିଅର ନାଆଁ
ପ୍ରେମ ଏକ ମିଛେଇ ଝିଅର ନାଆଁ
ଲା ଲା ଲା ଲା ଲା ଲା ଲା ଲା 
ଲା ଲା ଲା ଲା ଲା ଲା ଲା ଲା

prema eka michhei jhiara naa odia song lyrics in odia language



Thank You



Comments