prema pain a jibana odia song lyrics in odia language

Odia Song Lyrics

ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ

prema pain a jibana odia song lyrics in odia language


ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ

ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ
ଚାଲିବାକୁ ତୁମ ସାଥେ ଚାଲିବାକୁ ତୁମ ସାଥେ
ଅଛି ଅନେକ ବାଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ


ମାଗିଥିଲି ଯାହା ଆଜି ତାହା ପାଇଚି
ମାଗିଥିଲି ଯାହା ଆଜି ତାହା ପାଇଚି
ତୁମକୁ ମୁ ପାଇ ପାଇଚି ସବୁ କିଛି
ଚାରିଦିନ ପାଇଁ ଏ ଜୀବନ ପାଇ
ମନ ହୁଏ ଅଝଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ



କେତେ ଝଡ ଆସେ ଏଇ ପ୍ରେମ ବାଟରେ
କେତେ ଝଡ ଆସେ ଏଇ ପ୍ରେମ ବାଟରେ
ନିଜ ଠିକଣାରେ ମଣିଷ ଭୁଲି ପାରେ
ହେଲେ ପାଇବାକୁ ସାଥୀ ମୁ ତୁମକୁ
ବାଛିଚି ଏଇ ବାଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ
ଚାଲିବାକୁ ତୁମ ସାଥେ ଚାଲିବାକୁ ତୁମ ସାଥେ
ଅଛି ଅନେକ ବାଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ
ପ୍ରେମ ପାଇଁ ଏ ଜୀବନ ଲାଗୁଚି କେତେ ଛୋଟ

prema pain a jibana odia song lyrics in odia language



Thank You


Comments