priya mora bhari odia song lyrics in odia language

Odia Song Lyrics

ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି

priya mora bhari odia song lyrics in odia language


ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି
କେମିତି କହିବି ତାକୁ ଜାଣେନି
ତାକୁ ଛାଡି କାହାକୁ ମୁ ଭଲ ପାଏନି
ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି
କେମିତି କହିବି ତାକୁ ଜାଣେନି
ତାକୁ ଛାଡି କାହାକୁ ମୁ ଭଲ ପାଏନି
ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି
କେମିତି କହିବି ତାକୁ ଜାଣେନି
ତାକୁ ଛାଡି କାହାକୁ ମୁ ଭଲ ପାଏନି
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା


ଜାଣେନା ମୁ କି ତୋ ସଜେ ମୋର
ଯା ପାଇଁ ମତେ ସେ କଲା ପର
ଜାଣେନା ମୁ କି ତୋ ସଜେ ମୋର
ଯା ପାଇଁ ମତେ ସେ କଲା ପର
କହିଦିଅ ତାକୁ ବନ୍ଧୁ ମୋର
ଆଖି ମୋର ଝରାଉଚି ନିର
ତା ବିନା ଏ ମନ ଆଉ ଏ ଜୀବନ
ତା ବିନା ଏ ମନ ଆଉ ଏ ଜୀବନ
ଜିଇବାକୁ ଟିକିଏବି ଚାହେନି ହେ
ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି
କେମିତି କହିବି ତାକୁ ଜାଣେନି
ତାକୁ ଛାଡି କାହାକୁ ମୁ ଭଲ ପାଏନି
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା


ଓଠ ମୋର ଆଖି ଲୁହ ପିଏ
ଫେରି ଆସ ପ୍ରିୟା ମୋର କହେ
ଓଠ ମୋର ଆଖି ଲୁହ ପିଏ
ଫେରି ଆସ ପ୍ରିୟା ମୋର କହେ
ଜାଣେ ସିଏ ମୁ ତା ପାଇଁ ଜିଏ
ତଥାପି ସେ ଏତେ କଷ୍ଟ ଦିଏ
କ୍ଷମା ମୁ ମାଗୁଚି ଯଦି ଭୁଲ ଅଛି
କ୍ଷମା ମୁ ମାଗୁଚି ଯଦି ଭୁଲ ଅଛି
ତା ବିନା ଆଉ ରହି ପାରେନି ହେ
ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି
କେମିତି କହିବି ତାକୁ ଜାଣେନି
ତାକୁ ଛାଡି କାହାକୁ ମୁ ଭଲ ପାଏନି
ପ୍ରିୟା ମୋର ଭାରି ଅଭିମାନିନୀ
ଯେତେ ବୁଝାଇଲେ ବି ସେ ବୁଝେନି
କେମିତି କହିବି ତାକୁ ଜାଣେନି
ତାକୁ ଛାଡି କାହାକୁ ମୁ ଭଲ ପାଏନି
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା
ହେ ହେ ହେ ହେ ଆହା ହା ହା ହା

priya mora bhari abhimanini odia song lyrics in odia language



Thank You




Comments

Anonymous said…
Very nice song 👌👌❤❤❤❤❤