radhe krushna radhe odia song lyrics in odia language

 Odia Song Lyrics

ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ

ଜପ କରୁଥିଲେ ଦୁଃଖ ନ ବାଧେ

radhe krushna radhe odia song lyrics in odia language


ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ

ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ମନ ଗୋପପୁରେ....ଓ.....
ମନ ଗୋପପୁରେ ହୃଦୟ କୁଞ୍ଜରେ
ଝୁମୁରୁ ଝୁମୁରୁ ନୁପୁର ବାଜେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ମନ ଗୋପପୁରେ.....ଓ.....
ମନ ଗୋପପୁରେ ହୃଦୟ କୁଞ୍ଜରେ
ଝୁମୁରୁ ଝୁମୁରୁ ନୁପୁର ବାଜେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ


ପାଣି ଫୋଟକା ଜୀବନ
ପଦ୍ମ ପତ୍ରେ ଢଳ ଢଳ
କେତେ ବେଳେ ଢଳିଗଲେ ଯିବ ପରାଣ
କଳିଯୁଗେ ରାଧା ଭଜି
କୃଷ୍ଣ ପଦେ ଯାଅ ମଜି
କରିଯାରେ ମନ ପାଇଁ କୃଷ୍ଣ ଦର୍ଶନ
ପାଣି ଫୋଟକା ଜୀବନ
ପଦ୍ମ ପତ୍ରେ ଢଳ ଢଳ
କେତେବେଳେ ଢଳିଗଲେ ଯିବ ପରାଣ
କଳିଯୁଗେ ରାଧା ଭଜି
କୃଷ୍ଣ ପଦେ ଯାଅ ମଜି
କରିଯାରେ ମନ ପାଇଁ କୃଷ୍ଣ ଦର୍ଶନ
କରିଯାରେ ମନ ପାଇଁ କୃଷ୍ଣ ଦର୍ଶନ
ମିଛ ମାୟା ଭରା... ଓ... 
ମିଛ ମାୟା ଭରା ଏ ସୁନ୍ଦର ଧରା
ହକୃଷ୍ଣ ମୋହନ ମୁରଲୀ ଶୁଭେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ


ଯିଏ ରାଧା ସିଏ ଶ୍ୟାମ
ବେଣୁ ବସେ ରାଧା ନାମ
ଅଭିନ୍ନ ସେ ଦିବ୍ୟ ପ୍ରୀତି ପରମ ଧାମ
ଚୈତନ୍ୟ ପୁରୁଷ ନିତି
ଭଜଇ ସେ ନାମ ଗୀତି
ପାଇବାକୁ ଏ ଭବରୁ ମୁକତି ଜାଣ
ଯିଏ ରାଧା ସିଏ ଶ୍ୟାମ
ବେଣୁ ବସେ ରାଧା ନାମ
ଅଭିନ୍ନ ସେ ଦିବ୍ୟ ପ୍ରୀତି ପରମ ଧାମ
ଚୈତନ୍ୟ ପୁରୁଷ ନିତି
ଭଜଇ ସେ ନାମ ଗୀତି
ପାଇବାକୁ ଏ ଭବରୁ ମୁକତି ଜାଣ
ପାଇବାକୁ ଏ ଭବରୁ ମୁକତି ଜାଣ
ରାଧେ ରାଧେ ଜପି......ଓ.....
ରାଧେ ରାଧେ ଜପି ତରିଯା ରେ ପାପୀ
ତୋ ପାଇଁ କି ବାସ ଅଛି ବୈକୁଣ୍ଠେ

ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ମନ ଗୋପପୁରେ.....ଓ.....
ମନ ଗୋପପୁରେ ହୃଦୟ କୁଞ୍ଜରେ
ଝୁମୁରୁ ଝୁମୁରୁ ନୁପୁର ବାଜେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ରାଧେକୃଷ୍ଣ ରାଧେ ରାଧେକୃଷ୍ଣ ରାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ
ଜପ କରୁଥିଲେ ଦୁଃଖ ନ ବାଧେ

radhe krushna radhe odia song lyrics in odia language


Thank You



Comments