sahari se mana odia song lyrics in odia language

Odia Song Lyrics

ସହରି ସେ ମନ ଟିକିଏ ଅଲଗା
ମୋ ଗାଉଁଲି ମନଠାରୁ

sahari se mana odia song lyrics in odia language


ସହରି ସେ ମନ ଟିକିଏ ଅଲଗା
ମୋ ଗାଉଁଲି ମନଠାରୁ
ବିଦେଶୀ ହୃଦୟ ଟିକିଏ ଅଲଗା
ଗାଉଁଲି ହୃଦୟ ଠାରୁ
ବୁଝି ମୁଁ ସାରିଛି ମୂଲ ତା ହସର
ସହରଠୁ ଅଳ୍ପ ଦୂର ମୋର ଘର
ବୁଝି ମୁଁ ସାରିଛି ମୂଲ ତା ହସର
ସହରଠୁ ଅଳ୍ପ ଦୂର ମୋର ଘର
ଅଳ୍ପ ଦୂର ପ୍ରିୟା ବଗିଚାରୁ
ଅଳ୍ପ ଦୂର ପ୍ରିୟା ବଗିଚାରୁ
ଆଗରୁ ନଥିଲା ଏବେ ଠାରୁ
ଆଗରୁ ନଥିଲା ଏବେ ଠାରୁ
ଏବେ ଠାରୁ ହଁ ଏବେ ଠାରୁ



ମୋରି ଗାଁରେ ମୁଁ ଆଙ୍କଚି ଛବି
କେତେ ତା ନୂଆ ରୂପ
ତା ସହରରେ ମୁ ତ ଅଚିନ୍ହା
ଚିନ୍ହା ବୋଧେ ଅଳ୍ପ ଅଳ୍ପ
ମୋରି ଗାଁରେ ମୁଁ ଆଙ୍କିଚି ଛବି
କେତେ ତା ନୂଆ ରୂପ
ତା ସହରରେ ମୁ ତ ଅଚିନ୍ହା
ଚିନ୍ହା ବୋଧେ ଅଳ୍ପ ଅଳ୍ପ
ଜହ୍ନ ମାମୁ ପାଖ ତାହାରି ଅଗଣା
କେତେ ନୂଆ ଲାଗେ ପିନ୍ଧିଲେ ଗହଣା
ଜହ୍ନ ମାମୁ ପାଖ ତାହାରି ଅଗଣା
ଏତେ ନୂଆ ଲାଗେ ପିନ୍ଧିଲେ ଗହଣା
ନୂଆ ଲାଗେ ପ୍ରିୟା ଆଜି ଠାରୁ
ନୂଆ ଲାଗେ ପ୍ରିୟା ଆଜି ଠାରୁ
ଆଗରୁ ନଥିଲା ଏବେ ଠାରୁ
ଆଗରୁ ନଥିଲା ଏବେ ଠାରୁ
ଏବେ ଠାରୁ ହଁ ଏବେ ଠାରୁ



ଖାଲି ଖାଲି ଗଲେ ମୁହଁ ମୋଡି ଦିଏ
ମାଗେ ସେ କିଛି ଉପହାର
ମୁଁ ରାଗିଗଲେ ସିଏ ହସିଦିଏ
ଲାଗେ ସେ ଆହୁରି ନିଜର
ଖାଲି ଖାଲି ଗଲେ ମୁହଁ ମୋଡି ଦିଏ
ମାଗେ ସେ କିଛି ଉପହାର
ମୁଁ ରାଗିଗଲେ ସିଏ ହସିଦିଏ
ଲାଗେ ସେ ଆହୁରି ନିଜର
ସେ ହସ ମହକ ନିଜର କରିଚି
ମୁଁ ତା ପ୍ରେମରେ ଦୁନିଆ କହୁଚି
ସେ ହସ ମହକ ନିଜର କରିଚି
ମୁଁ ତା ପ୍ରେମରେ ଦୁନିଆ କହୁଚି
ବାଟ ସଫା ଦିଶେ ତା ରାସ୍ତାରୁ
ବାଟ ସଫା ଦିଶେ ତା ରାସ୍ତାରୁ
ଆଗରୁ ନଥିଲା ଏବେ ଠାରୁ
ଆଗରୁ ନଥିଲା ଏବେ ଠାରୁ
ଏବେ ଠାରୁ ହଁ ଏବେ ଠାରୁ

ସହରି ସେ ମନ ଟିକିଏ ଅଲଗା
ମୋ ଗାଉଁଲି ମନଠାରୁ
ବିଦେଶୀ ହୃଦୟ ଟିକିଏ ଅଲଗା
ଗାଉଁଲି ହୃଦୟ ଠାରୁ
ବୁଝି ମୁଁ ସାରିଛି ମୂଲ ତା ହସର
ସହରଠୁ ଅଳ୍ପ ଦୂର ମୋର ଘର
ବୁଝି ମୁଁ ସାରିଛି ମୂଲ ତା ହସର
ସହରଠୁ ଅଳ୍ପ ଦୂର ମୋର ଘର
ଅଳ୍ପ ଦୂର ପ୍ରିୟା ବଗିଚାରୁ
ଅଳ୍ପ ଦୂର ପ୍ରିୟା ବଗିଚାରୁ
ଆଗରୁ ନଥିଲା ଏବେ ଠାରୁ
ଆଗରୁ ନଥିଲା ଏବେ ଠାରୁ
ଏବେ ଠାରୁ ହଁ ଏବେ ଠାରୁ

sahari se mana tikie alaga odia song lyrics in odia language


Thank You

Comments