Sate Ki A Jeeba Jiba Odia Song Lyrics In Odia Language

ODIA SONG LYRICS

ସତେ କି ଏ ଜୀବ ଯିବ
ବୃନ୍ଦାବନେ ଯାଇ ସ୍ଥାନ ପାଇବ

Sate Ki A Jeeba Jiba Odia Song Lyrics In Odia Language

ସତେ କି ଏ ଜୀବ ଯିବ
ବୃନ୍ଦାବନେ ଯାଇ ସ୍ଥାନ ପାଇବ ହେ ରାଧାଗୋବିନ୍ଦ
ଏହି ସୁଦୟା ମୋଠାରେ ଥିବ ହେ ରାଧାଗୋବିନ୍ଦ
ଦିବ ସେ ମରଣ ହେବ
ଯମ ଦଣ୍ଡ ଆଉ ମୋତେ ନ ଦେବ ହେ ରାଧାଗୋବିନ୍ଦ
ଏହି ସୁଦୟା ମୋଠାରେ ଥିବ ହେ ରାଧାଗୋବିନ୍ଦ



ବାସି ମଢ଼ା ମୁ ନୋହିବି
ତବ ନାମ ତୁଣ୍ଡେ ଜପୁ ନ ଥିବି ହେ ରାଧାଗୋବିନ୍ଦ
ଭବ ସାଗରୁ ତରିବି ହେ ରାଧାଗୋବିନ୍ଦ
ବନ୍ଧୁ ବାନ୍ଧବ ମୋହରି
ଚତୁର୍ପାଶେ ବସି ଯିବେଟି ଘେରି ହେ ରାଧାଗୋବିନ୍ଦ
ଏହି ସୁଦୟା ଥିବ ଟି କରି ହେ ରାଧାଗୋବିନ୍ଦ



ହରେକୃଷ୍ଣ ହରେରାମ
ସେହି ନାମ ଧରି ଯିବ ଜୀବନ ହେ ରାଧାଗୋବିନ୍ଦ
ହରେକୃଷ୍ଣ ହରେରାମ
ଏହି ନାମ ଧରି ଯିବ ଜୀବନ ହେ ରାଧାଗୋବିନ୍ଦ
ଏତିକି ମଣିବେ ଦନ ହେ ରାଧାଗୋବିନ୍ଦ
ଏତିକି ମାଗୁଣି ମୋର ଦୟା ରଖିଥିବ
ଶ୍ରୀରଙ୍ଗା ଧର ହେ ରାଧାଗୋବିନ୍ଦ
ଏତିକି ମାଗୁଣି ମୋର ଦୟା ରଖିଥିବ
ଶ୍ରୀରଙ୍ଗା ଧର ହେ ରାଧାଗୋବିନ୍ଦ
କହେ ଅଚ୍ୟୁତିପା ମୋର ହେ ରାଧାଗୋବିନ୍ଦ
କହେ ଅଚ୍ୟୁତିପା ମୋର ହେ ରାଧାଗୋବିନ୍ଦ
କହେ ଅଚ୍ୟୁତିପା ମୋର ହେ ରାଧାଗୋବିନ୍ଦ

Sate Ki A Jeeba Jiba Odia Song Lyrics In Odia Language


Thank You

Comments