se asiba boli odia song lyrics in odia language

Odia Song Lyrics

ସେ ଆସିବ ବୋଲି କେବେ ବି ଲାଗେନା

se asiba boli odia song lyrics in odia language


ସେ ଆସିବ ବୋଲି କେବେ ବି ଲାଗେନା

ହେଲେ ତା ପ୍ରତିଶୃତି ମିଛ ବି ଲାଗେନା
ସେ ଆସିବ ବୋଲି କେବେ ବି ଲାଗେନା
ହେଲେ ତା ପ୍ରତିଶୃତି ମିଛ ବି ଲାଗେନା
ସେ ଆସିବ ବୋଲି କେବେ ବି ଲାଗେନା
ହେଲେ ତା ପ୍ରତିଶୃତି ମିଛ ବି ଲାଗେନା
ମିଛ ବି ଲାଗେନା ମିଛ ବି ଲାଗେନା
ମିଛ ବି ଲାଗେନା ହୋ......


ଦେଖା ହୁଏ ଯେବେ ସିଏ
ମୋ ଯିବା ବାଟରେ
ଦେଖା ହୁଏ ଯେବେ ସିଏ
ମୋ ଯିବା ବାଟରେ
ଭାବିଥାଏ କହିବାକୁ ଯାହା ତାକୁ
ମୁ କହି ପାରେନା
ସେ ଆସିବ ବୋଲି କେବେ ବି ଲାଗେନା
ହେଲେ ତା ପ୍ରତିଶୃତି ମିଛ ବି ଲାଗେନା
ମିଛ ବି ଲାଗେନା ମିଛ ବି ଲାଗେନା
ମିଛ ବି ଲାଗେନା ହୋ......


ତା ପାଖକୁ ଗଲେ ତାକୁ ଦେଖେ ମନ ଭରି
ତା ପାଖକୁ ଗଲେ ତାକୁ ଦେଖେ ମନ ଭରି
ହେଲେ ସବୁ ଦିନ ଯିବା ତା ପାଖକୁ
ଭଲ ବି ଲାଗେନା
ସେ ଆସିବ ବୋଲି କେବେ ବି ଲାଗେନା
ହେଲେ ତା ପ୍ରତିଶୃତି ମିଛ ବି ଲାଗେନା
ମିଛ ବି ଲାଗେନା ମିଛ ବି ଲାଗେନା
ମିଛ ବି ଲାଗେନା ହୋ......


ମତେ ଲୁଚି ଲୁଚି ଦେଖେ ହଜାରେ ଭିଡରେ
ମତେ ଲୁଚି ଲୁଚି ଦେଖେ ହଜାରେ ଭିଡରେ
ଏକୁଟିଆରେ କେବେ ମୋ ଆଖିରେ ସେ
ଆଖି ମିଶାଏ ନା
ସେ ଆସିବ ବୋଲି କେବେ ବି ଲାଗେନା
ହେଲେ ତା ପ୍ରତିଶୃତି ମିଛ ବି ଲାଗେନା
ମିଛ ବି ଲାଗେନା ମିଛ ବି ଲାଗେନା
ମିଛ ବି ଲାଗେନା ହୋ......
ମିଛ ବି ଲାଗେନା ମିଛ ବି ଲାଗେନା
ମିଛ ବି ଲାଗେନା ହୋ......

se asiba boli kebe bi lagena odia song lyrics in odia language



Thank You




Comments