tama tharu rahilebi mu odia song lyrics in odia language

ODIA SONG LYRICS

ତମ ଠାରୁ ରହିଲେବି ମୁ ଯେତେ ଦୂରେ

Tama Tharu Rahilebi Mu Odia Song Lyrics In Odia Language

ପୁଅ
ସାଥି ଆ ରେ....
ଝିଅ
ସାଥି ଆ ରେ....
ପୁଅ
ସାଥି ଆ
ଝିଅ
ସାଥି ଆ
ପୁଅ
ସାଥି ଆ ରେ

ପୁଅ
ତମ ଠାରୁ ରହିଲେବି ମୁ ଯେତେ ଦୂରେ
ହେଲେ ମୋ ହୃଦୟ ଅଛି ତମରି ପାଖରେ
ଝିଅ
ତମ ଠାରୁ ରହିଲେବି ମୁ ଯେତେ ଦୂରେ
ହେଲେ ମୋ ମନ ତମକୁ ସବୁବେଳେ ଝୁରେ
ପୁଅ
କିଛିତ ମତେ ଭଲ ଲାଗେନା
ମନ ତ କୋଉଠି ମୋର ମାନେନା
ସବୁବେଳେ ତମ ମୁହଁ ନାଚେ ଆଖିରେ
ସାଥି ଆ ରେ ଆ ସାଥି ଆ ରେ
ଝିଅ
ସାଥି ଆ ରେ ଆ ସାଥି ଆ ରେ



ଝିଅ
ତମେ ଥିଲ ମୋ ଜୀବନେ ଚାନ୍ଦିନୀ ରାତି ଥିଲା
ତମ ସାଥେ ହସି ହସି ଦିନ ବିତୁଥିଲା
ପୁଅ
ସେଇ ଦିନ ଆମ ଠାରୁ ଛଡେଇ କିଏ ନେଲା
ଆମ ପ୍ରେମରେ କାହାର ନଜର ଲାଗିଲା
ଝିଅ
ଲାଗି ଗଲେ ଲାଗୁ ଯାହା ନଜର
ଆମ ଦୁହିଁଙ୍କର ପ୍ରେମ ଅମର
ମରିଯିବି ନହେଲେ ମୁ ତମର ଥରେ
ପୁଅ
ସାଥି ଆ ରେ ଆ ସାଥି ଆ ରେ
ଝିଅ
ସାଥି ଆ ରେ ଆ ସାଥି ଆ ରେ



ପୁଅ
ତମ ବିନା ଏଇ ମନ ଅବୁଝା ହୁଏ ବେଶି
ବୁଝେଇଲେ ତାକୁ ଯେତେ ବୁଝେନା ସେ କିଛି
ଝିଅ
ହୋ କିଛି କିଛି ହୁଏ ଏଇ ହୃଦୟ ତଳେ ମୋର
ଏଣୁ ତେଣୁ କଥା ଭାବି ଲାଗେ ମତେ ଡର
ପୁଅ
ଡରିବନି କଥା ଦେଲି ତମକୁ
ଆସିବି ମୁ ଦିନେ ତମ ପାଖକୁ
ନେଇଯିବି ହାତ ଧରି ମୋ ସାଥିରେ
ଝିଅ
ସାଥି ଆ ରେ ଆ ସାଥି ଆ ରେ
ପୁଅ
ଓ ସାଥି ଆ ରେ ଆ ସାଥି ଆ ରେ
ଝିଅ
ଆ ସାଥି ଆ ରେ
ପୁଅ
ଓ ସାଥି ଆ ରେ
ଝିଅ
ହଁ ସାଥି ଆ ରେ

Tama Tharu Rahilebi Mu Jete Dure Odia Song Lyrics In Odia Language

Thank You

Comments