tate bhala pai jou odia song lyrics in odia language

ODIA SONG LYRICS

ତତେ ଭଲ ପାଇ ଯୋଉ ଭୁଲ କରିଚି
ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି

Tate Bhala Pai Jou Bhul Karichi Odia Song Lyrics In Odia Language

ତତେ ଭଲ ପାଇ ଯୋଉ ଭୁଲ କରିଚି
ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ତତେ ଭଲ ପାଇ ଯୋଉ ଭୁଲ କରିଚି
ତତେ ଭଲ ପାଇ ଯୋଉ ଭୁଲ କରିଚି
ଲୋ..ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ଲୋ..ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ସୁଖ ଟିକେ ପାଇ ଯୋଉ ଦୁଃଖ ସହିଚି
ସୁଖ ଟିକେ ପାଇ ଯୋଉ ଦୁଃଖ ସହିଚି
ଲୋ...ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ଲୋ...ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି



ପଦିଏ କେହି ତତେ ଲୋ ଜଦି କେବେ କହିଦିଏ
ତୁ ଜାଣିଚୁ ଆଖିରୁ ମୋର ରକତ ଝରି ଯାଏ
ଓ..ପାଦରେ ଜଦି ତୋର ଲୋ
କଣ୍ଟାଟିଏ ଫୁଟି ଯାଏ
ତୁ ଜାଣିଚୁ ତୋ ପାଇଁ ପରା ପାଗଳ ହେଇ ଯାଏ
ହସ ଟିକେ ପାଇଁ ଯୋଉ ଲୁହ ଢାଳିଚି
ହସ ଟିକେ ପାଇଁ ଯୋଉ ଲୁହ ଢାଳିଚି
ଲୋ...ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ଲୋ...ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି



ବର୍ଣ୍ଣବୋଧ ପରି ତତେ ଲୋ ପଢି ପଢି ଚାଲିଗଲି
ଜାଣିଲି ନାହିଁ ତୋ ମନ କଥା କୋଉଠି ଛାଡିଦେଲି
ହୋ ପ୍ରେମ କରୁଥିଲି ତତେ ଲୋ
ପ୍ରେମିକା ତୁ ମୋର ଥିଲୁ
ଏତେ ଛଳନା ଏତେ ବାହାନା
ମୋ ପାଇଁ ରଖିଥିଲୁ
ମହୁ ଟିକେ ପାଇ ଯୋଉ ବିଷ ପିଉଚି
ମହୁ ଟିକେ ପାଇ ଯୋଉ ବିଷ ପିଉଚି

ଲୋ...ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ଲୋ...ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ତତେ ଭଲ ପାଇ ଯୋଉ ଭୁଲ କରିଚି
ତତେ ଭଲ ପାଇ ଯୋଉ ଭୁଲ କରିଚି
ଲୋ..ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ଲୋ..ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି
ଲୋ..ଆଖି ମୋର କାନ୍ଦୁ ନାହିଁ ଆତ୍ମା କାନ୍ଦୁଚି

Tate Bhala Pai Jou Bhul Karichi Odia Song Lyrics In Odia Language

Thank You

Comments