Thare Thare Jibanare Odia Song Lyrics In Odia Language

ODIA SONG LYRICS

ଥରେ ଥରେ ଜୀବନରେ
ମେଘ ହେଇ ମହୁ ଝରେ

Thare Thare Jibanare Odia Songyrics In Odia Language


Male:- 
ହେ...... ହେ......... 

ଥରେ ଥରେ ଜୀବନରେ
ମେଘ ହେଇ ମହୁ ଝରେ
ଥରେ ଥରେ ସପନରେ
ବାଟ ସାରା ବାସ୍ନା ଝରେ
Female:-
ଚାଲୁ ଚାଲୁ ବାଟରେ
ଫଗୁଣର ହାଟରେ
ପ୍ରେମ ହୁଏରେ ଥରେ ଥରେ
Male:-
ହୋ.. ପ୍ରେମ ଯେବେ ହେଇଯାଏ
ମନ କେହି ନେଇଯାଏ
ରାତି ସାରା ନିଦ ଭାଙ୍ଗେ ରେ
ହୋ..କେହି ଜଣେ ଭଲ ଲାଗେରେ
Female:-
ହୋ..କେହି ଜଣେ ଭଲ ଲାଗେରେ
ଥରେ ଥରେ ଜୀବନରେ
ମେଘ ହେଇ ମହୁ ଝରେ
Male:-
ଥରେ ଥରେ ସପନରେ
ବାଟ ସାରା ବାସ୍ନା ଝରେ


ଥରେ ଥରେ ମନ ପକ୍ଷୀ
ଉଡି ଉଡି ଯାଏ ଥକି
ଫୁଲ ଗଛ ଡାଳେ ଯାଏ ବସି
ଓ....
Female:-
ସୁକୁମାରୀ ସେଇ ଫୁଲ
ପାଇ ଯାଏ ଏତେ ଭଲ
ଗୀତ ତାର ଶୁଣେ ହସି ହସି
Male:- 
ଗୁଣୁ ଗୁଣୁ ଗୀତ ରେ
ଶୁଣୁ ଶୁଣୁ ମିତ ରେ
ମନ ନାଚେ ରେ ଥରେ ଥରେ
Female:-
ହୋ...ମନ ଛୋଟ ପିଲା ପରି
ଅଳି କରି କଳି କରି
ସବୁ ବେଳେ ଗେଲ ମାଗେ ରେ
Female:-
ହୋ....କେହି ଜଣେ ଭଲ ଲଗେରେ
Male:-
ହୋ....କେହି ଜଣେ ଭଲ ଲଗେରେ

Thare Thare Jibanare Odia Song Lyrics In Odia Language


Thank You

Comments