tini pada bhumi odia song lyrics in odia language

ODIA SONG LYRICS

ତିନି ପାଦ ଭୂମି ମୋଠୁ ମାଗିନେ ମାଗିନେ

Tini Pada Bhumi Mothu Magine Odia Song Lyrics In Odia Language

ତିନି ପାଦ ଭୂମି ମୋଠୁ ମାଗିନେ ମାଗିନେ
ତିନି ପାଦ ଭୂମି ମୋଠୁ ମାଗିନେ
ତିନି ପାଦ ଭୂମି ମୋଠୁ ମାଗିନେ ମାଗିନେ
ତିନି ପାଦ ଭୂମି ମୋଠୁ ମାଗିନେ
ବଳି ପରି ମୋ ଦେହରି
ବଳି ପରି ମୋ ଦେହରି ପାତାଳକୁ ଚାପିଦେ
ତିନି ପାଦ ଭୂମି ମୋଠୁ ମାଗିନେ କାଳିଆ
ତିନି ପାଦ ଭୂମି ମୋଠୁ ମାଗିନେ



ମହାଦାନୀ ବୋଲି ତତେ ମାଗିଥିଲି
ମହାଦାନୀ ବୋଲି ତତେ ମାଗିଥିଲି
ଜାଗା ଟିକେ ତୋ ପାଦ ତଳେ
ବେଳ ଗଲା ଚାଲି ରହିଗଲି ଖାଲି
ବେଳ ଗଲା ଚାଲି ରହିଗଲି ଖାଲି
ଆଶା ନେଇ ତୋ କଳ୍ପ ମୂଳେ
ଶ୍ରୀପଦ ତୋର ମଥାରେ ମୋର
ଶ୍ରୀପଦ ତୋର ମଥାରେ ମୋର
କାଳିଆରେ ଥରେ ରଖିଦେ
ତିନି ପାଦ ଭୂମି ମୋଠୁ ମାଗିନେ କାଳିଆ
ତିନି ପାଦ ଭୂମି ମୋଠୁ ମାଗିନେ



ସ୍ୱର୍ଗ ଲୋଡ଼ା ନାହିଁ ମର୍ତ୍ୟ ଲୋଡ଼ା ନାହିଁ
ସ୍ୱର୍ଗ ଲୋଡ଼ା ନାହିଁ ମର୍ତ୍ୟ ଲୋଡ଼ା ନାହିଁ
ପାତାଳକୁ ମୋ ଭୟ ନାହିଁ
ତୋ ପାଦକୁ ମୁହିଁ ମଛା ପରି ପାଇ
ତୋ ପାଦକୁ ମୁହିଁ ମଛା ପରି ପାଇ
ଚାଲିଯିବି ମୁ ମୋକ୍ଷ ହୋଇ
ଚକାନୟନ କଳା ବାମନ
ଚକାନୟନ କଳା ବାମନ
ହସ୍ତ୍ୟ ଖୋଲି ଭିକ୍ଷା ମାଗି ନେ
ହସ୍ତ୍ୟ ଖୋଲି ଭିକ୍ଷା ମାଗି ନେ
ହସ୍ତ୍ୟ ଖୋଲି ଭିକ୍ଷା ମାଗି ନେ

ତିନି ପାଦ ଭୂମି ମୋଠୁ ମାଗିନେ ମାଗିନେ
ତିନି ପାଦ ଭୂମି ମୋଠୁ ମାଗିନେ
ବଳି ପରି ମୋ ଦେହରି
ବଳି ପରି ମୋ ଦେହରି ପାତାଳକୁ ଚାପିଦେ
ତିନି ପାଦ ଭୂମି ମୋଠୁ ମାଗିନେ କାଳିଆ
ତିନି ପାଦ ଭୂମି ମୋଠୁ ମାଗିନେ ମାଗିନେ
ତିନି ପାଦ ଭୂମି ମୋଠୁ ମାଗିନେ



Tini Pada Bhumi Mothu Magine Odia Song Lyrics In Odia Language


Thank You

Comments