to bina to bina odia song lyrics in odia language

ODIA SONG LYRICS

ତୋ ବିନା ତୋ ବିନା ତୋ ବିନା ତୋ ବିନା
ଜିଇବାକୁ ହବ ମତେ ତୋ ବିନା ତୋ ବିନା

To Bina To Bina Odia Song Lyrics In Odia Language

ପୁଅ
ତୋ ବିନା ତୋ ବିନା ତୋ ବିନା ତୋ ବିନା
ଜିଇବାକୁ ହବ ମତେ ତୋ ବିନା ତୋ ବିନା
ମରିବାକୁ ହବ ମତେ ତୋ ବିନା ତୋ ବିନା
ଲୁହକୁ ଲୁଚେଇ ରଖି ହସିବା ଗଲି ମୁ ଶିଖି
କାନ୍ଦିବା ଯେହେତୁ ମନା
ଝିଅ
ତୋ ବିନା ତୋ ବିନା ତୋ ବିନା ତୋ ବିନା
ଜିଇବାକୁ ହବ ମତେ ତୋ ବିନା ତୋ ବିନା
ମରିବାକୁ ହବ ମତେ ତୋ ବିନା ତୋ ବିନା
ଲୁହକୁ ଲୁଚେଇ ରଖି ହସିବା ଗଲି ମୁ ଶିଖି
କାନ୍ଦିବା ଯେହେତୁ ମନା
ପୁଅ
ତୋ ବିନା ତୋ ବିନା ତୋ ବିନା ତୋ ବିନା
ଝିଅ
ତୋ ବିନା ତୋ ବିନା ତୋ ବିନା ତୋ ବିନା



ଝିଅ
ଦି ଦିନର ହଉ ପଛେ
କାହିଁ ମୋର ଆଞ୍ଜୁଳାରେ ଏତେ ଖୁସି ଢାଳିଲୁ
ଆପଣାର ଯେତେ ଥିଲେ
କାହିଁ ଏତେ ସବୁଠାରୁ ଆପଣାର ଲାଗିଲୁ
ପୁଅ
ହଁ ଆପଣାର ଏତେ ବୋଲି ତତେ ହିଁ ମୁ ଗଲି ଭୁଲି
ଝୁରିବା ଯେହେତୁ ମନା
ତୋ ବିନା ତୋ ବିନା ତୋ ବିନା ତୋ ବିନା



ପୁଅ
ଭେଟ ଆମ ହେଇଥିଲା ଭାଙ୍ଗିବାକୁ ସମ୍ପର୍କଟେ
ଗଢ଼ା ହବା ଆଗରୁ
ସେଇ ଭେଟ ଗଢି ଦେଲା ଏମିତିକା ବନ୍ଧନଟେ
ତୁଟୁ ନାହିଁ ମନରୁ
ଝିଅ
ହାଁ ଏବେ ଜଦି ହବ ଭେଟ ଚାଲିଯିବା ଭାଙ୍ଗି ବାଟ
ଛନ୍ଦିବା ଯେହେତୁ ମନା
ତୋ ବିନା ତୋ ବିନା ତୋ ବିନା ତୋ ବିନା
ପୁଅ
ତୋ ବିନା ତୋ ବିନା ତୋ ବିନା ତୋ ବିନା

To Bina To Bina Odia Song Lyrics In Odia Language

Thank You

Comments