to sahara chhadi aji odia song lyrics in odia language

Odia Song Lyrics

ତୋ ସହର ଛାଡି ଆଜି ମୁଁ ଚାଲି ଯାଉଚି

ପୁରୁଣା ସ୍ମୃତି ସବୁକୁ ସାଥେ ମୁଁ ନେଇ ଯାଉଚି

to sahara chhdi aji odia song lyrics in odia language


ତୋ ସହର ଛାଡି ଆଜି ମୁଁ ଚାଲି ଯାଉଚି

ପୁରୁଣା ସ୍ମୃତି ସବୁକୁ ସାଥେ ମୁଁ ନେଇ ଯାଉଚି
ଆଉ କେବେ ତୋ ବାଟରେ
ଆସିବିନି ତୋ ଆଗରେ ଗଲାବେଳେ ଆଜି
ତତେ ମୁଁ କଥା ଦଉଚି ତତେ ମୁଁ କଥା ଦଉଚି
ତୋ ସହର ଛାଡି ଆଜି ମୁଁ ଚାଲି ଯାଉଚି
ପୁରୁଣା ସ୍ମୃତି ସବୁକୁ ସାଥେ ମୁଁ ନେଇ ଯାଉଚି


ମନେ ପଡେ ଆଜି ମୋର ଆମ ସେ ପୁରୁଣା ଦିନ
ଆମ ସେ ଭଲ ପାଇବା ମାନ ଆଉ ଅଭିମାନ
ମନେ ପଡେ ଆଜି ମୋର ଆମ ସେ ପୁରୁଣା ଦିନ
ଆମ ସେ ଭଲ ପାଇବା ମାନ ଆଉ ଅଭିମାନ
କେବେ ଛାଈ କେବେ ଖରା ଦୁଃଖ ଆଉ ସୁଖ ଭରା
ସେ ପୁରୁଣା ଦିନ ମନେ ପଡୁନି ତୋ କିଛି
ମନେ ପଡୁନି ତୋ କିଛି
ତୋ ସହର ଛାଡି ଆଜି ମୁଁ ଚାଲି ଯାଉଚି
ପୁରୁଣା ସ୍ମୃତି ସବୁକୁ ସାଥେ ମୁଁ ନେଇ ଯାଉଚି


କୋଉ ଅଜଣା ପବନ ଆସି ବହି ଚାଲିଗଲା
କ୍ଷଣକ ଭିତରେ ତତେ ମୋଠୁ ଦୁରେଇ ନେଲା
କୋଉ ଅଜଣା ପବନ ଆସି ବହି ଚାଲିଗଲା
କ୍ଷଣକ ଭିତରେ ତତେ ମୋଠୁ ଦୁରେଇ ନେଲା
ତୋ ସହରେ ମୋ ପାଇଁ ଟିକେ ହେଲେ ଜାଗା ନାହିଁ
ତୋ ସହର ମତେ ପରିଚୟ ମୋ ମାଗୁଚି
ପରିଚୟ ମୋ ମାଗୁଚି
ତୋ ସହର ଛାଡି ଆଜି ମୁଁ ଚାଲି ଯାଉଚି
ପୁରୁଣା ସ୍ମୃତି ସବୁକୁ ସାଥେ ମୁଁ ନେଇ ଯାଉଚି
ଆଉ କେବେ ତୋ ବାଟରେ
ଆସିବିନି ତୋ ଆଗରେ ଗଲାବେଳେ ଆଜି
ତତେ ମୁଁ କଥା ଦଉଚି ତତେ ମୁଁ କଥା ଦଉଚି
ତତେ ମୁଁ କଥା ଦଉଚି ତତେ ମୁଁ କଥା ଦଉଚି


to sahara chhdi aji odia song lyrics in odia language



Thank You


Comments