To Singha Duaraku Mo Odia Song Lyrics In Odia Language

ODIA SONG LYRICS

ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ

To Singha Duaraku Mo Dukha Nianta Odia Song Lyrics In Odia Language

ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ
ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ
ଆଉ କେହି ନାହିଁ ନିଜର ବୋଲି
ତୋ ପାଖକୁ ସିନା ଆସିଚି ଚାଲି
ଭରଷା କରିବା ଆଜି ମୋ ଅନ୍ତିମ ବାଟ
ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ


ସମୁଦ୍ରରୁ ଶଙ୍ଖେ ପାଣି ନେଇଗଲେ
ସମୁଦ୍ର ଯାଏ କି ଶୁଖି
ଏମିତି ଭାବର ସମୁଦ୍ର ଟିଏ ତୁ
ପାଏ ନାହିଁ ତତେ ଆଖି
ତୋ କୈବଲ୍ୟ ହାଟକୁ ମୋ ଭୋକ ନିଅଣ୍ଟ
ତୋ ନରେନ୍ଦ୍ର ତୁଠକୁ ମୋ ଶୋଷ ନିଅଣ୍ଟ
ଆଉ କେହି ନାହିଁ ନିଜର ବୋଲି
ତୋ ପାଖକୁ ସିନା ଆସିଚି ଚାଲି
ଭରଷା କରିବା ଆଜି ମୋ ଅନ୍ତିମ ବାଟ
ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ


ତୋ ଛନ୍ଦା ଚରଣ ଧୋଇଲେ କାଳିଆ
ମୋ ଲୁହ ନିଅଣ୍ଟ ହବ
ତୋ ନାମ ଗାଇଲେ ତୋ ଧାମ ବୁଲିଲେ
ଦିନ ବି ନିଅଣ୍ଟ ହବ
ତୋ କଳପବଟ କୁ ମୋ ଆଶା ନିଅଣ୍ଟ
ତୋ ସ୍ୱର୍ଗ ଦୁଆରକୁ ମୋ ନିଦ ନିଅଣ୍ଟ
ଆଉ କେହି ନାହିଁ ନିଜର ବୋଲି
ତୋ ପାଖକୁ ସିନା ଆସିଚି ଚାଲି
ଭରଷା କରିବା ଆଜି ମୋ ଅନ୍ତିମ ବାଟ
ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ

ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ
ଆଉ କେହି ନାହିଁ ନିଜର ବୋଲି
ତୋ ପାଖକୁ ସିନା ଆସିଚି ଚାଲି
ଭରଷା କରିବା ଆଜି ମୋ ଅନ୍ତିମ ବାଟ
ତୋ ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ତୋ ଶରଧା ବାଲିକୁ ମୋ ପାପ ନିଅଣ୍ଟ

To Singha Duaraku Mo Papa Nianta Odia Song Lyrics In Odia Language

Thank You

Comments