topae sindura tora odia song lyrics in odia language

ODIA SONG LYRICS

ଟୋପାଏ ସିନ୍ଦୂର ତୋର
କଲା ମତେ ସାତ ପର

Topae Sindura Tora Kala Mate Odia Song Lyrics In Odia Language

ଟୋପାଏ ସିନ୍ଦୂର ତୋର
କଲା ମତେ ସାତ ପର
ହୋ କଲା ମତେ ସାତ ପର
ଏ କୂଳ ହେଲି ନା ସେ କୂଳ ହେଲି
ଏ କୂଳ ହେଲି ନା ସେ କୂଳ ହେଲି
ହେଇଗଲି ଯାଯାବର
ଟୋପାଏ ସିନ୍ଦୂର ତୋର
କଲା ମତେ ସାତ ପର
ହୋ କଲା ମତେ ସାତ ପର



ଏମିତି ଏକ ପ୍ରେମିକ ମୁ ଯେ
ଲୁହରେ ତୋଳିଛି ଘର
ମରିବା ପାଇଁ ମରଣ କାହିଁ
ମଶାଣି ବି ବହୁ ଦୂର
ଏମିତି ଏକ ପ୍ରେମିକ ମୁ ଯେ
ଲୁହରେ ତୋଳିଛି ଘର
ମରିବା ପାଇଁ ମରଣ କାହିଁ
ମଶାଣି ବି ବହୁ ଦୂର
ଏପାଖ ହେଲି ନା ସେପାଖ ହେଲି
ଏପାଖ ହେଲି ନା ସେପାଖ ହେଲି
ହେଇଗଲି ଯାଯାବର
ଟୋପାଏ ସିନ୍ଦୂର ତୋର
କଲା ମତେ ସାତ ପର
ହୋ କଲା ମତେ ସାତ ପର



କହିବା ପାଇଁ କିଛି ତ ନାହିଁ
ଏମିତି ମୁ ଗଲି ହାରି
ସପନ ମୋର ଶେଫାଳି ଫୁଲ
ଫୁଟିଥିଲା ଗଲା ଝରି
କହିବା ପାଇଁ କିଛି ତ ନାହିଁ
ଏମିତି ମୁ ଗଲି ହାରି
ସପନ ମୋର ଶେଫାଳି ଫୁଲ
ଫୁଟିଥିଲା ଗଲା ଝରି
ଏପଟ ହେଲି ନା ସେପଟ ହେଲି
ଏପଟ ହେଲି ନା ସେପଟ ହେଲି
ହେଇଗଲି ଯାଯାବର
ଟୋପାଏ ସିନ୍ଦୂର ତୋର
କଲା ମତେ ସାତ ପର
ହୋ କଲା ମତେ ସାତ ପର
ଏ କୂଳ ହେଲି ନା ସେ କୂଳ ହେଲି
ଏ କୂଳ ହେଲି ନା ସେ କୂଳ ହେଲି
ହେଇଗଲି ଯାଯାବର

Topae Sindura Tora Kala Mate Sata Para Odia Song Lyrics In Odia Language

Thank You

Comments