tu kete bhala pau odia song lyrics in odia language

ODIA SONG LYRICS

ତୁ କେତେ ଭଲ ପାଉ ସେ କଥା ଜାଣେନା

Tu Kete Bhala Pau Se Katha Janena Odia Song Lyrics In Odia Language

ତୁ କେତେ ଭଲ ପାଉ ସେ କଥା ଜାଣେନା
ତତେ ଟିକେ ଦେଖିବାକୁ ଖୋଜେ ମୁ ବାହାନା
ହୋ..ଓ ଓ.. ଆ ଆ..ଉଁ ଉଁ ଉଁ...
ଖାଲି ବଞ୍ଚିବାର ଟିକେ ଆଶା ନେଇ
ଖାଲି ବଞ୍ଚିବାର ଟିକେ ଆଶା ନେଇ
ଗାଉଛି ମୁ ଗୀତ ତୋରି ପାଇଁ
ଗାଉଛି ମୁ ଗୀତ ତୋରି ପାଇଁ
ତୁ ଭଲ ପାଉ କି ଘୃଣା କରୁ
ତୁ ଭଲ ପାଉ କି ଘୃଣା କରୁ ମୁ ଜାଣେ ନାହିଁ
ଗାଉଛି ମୁ ଗୀତ ତୋରି ପାଇଁ
ଗାଉଛି ମୁ ଗୀତ ତୋରି ପାଇଁ



ହୋ ମନ ମୋର ଉଡ଼ା ପକ୍ଷୀ
ଡେଣା ମେଲି ଦେଇଛି
ତୋ ସାଥେ ଉଡିବାକୁ ବାଟଟିଏ ଖୋଜୁଛି
ହୋ ମନ ମୋର ଉଡ଼ା ପକ୍ଷୀ
ଡେଣା ମେଲି ଦେଇଛି
ତୋ ସାଥେ ଉଡିବାକୁ ବାଟଟିଏ ଖୋଜୁଛି
ତୁ ମାନିବୁକି ନ ମାନିବୁ
ତୁ ମାନିବୁକି ନ ମାନିବୁ ମୁ ଜାଣେ ନାହିଁ
ଗାଉଛି ମୁ ଗୀତ ତୋରି ପାଇଁ
ଗାଉଛି ମୁ ଗୀତ ତୋରି ପାଇଁ



ହୋ ମୋ ଗୀତ ମୋ ସୁର ମୋ ହୃଦୟ କାହାଣି
ତତେ ଛାଡି କାହାକୁ ମୁ କହି ଜମା ପାରୁନି
ହୋ ମୋ ଗୀତ ମୋ ସୁର ମୋ ହୃଦୟ କାହାଣି
ତତେ ଛାଡି କାହାକୁ ମୁ କହି ଜମା ପାରୁନି
ତୁ ବୁଝିବୁକି ନ ବୁଝିବୁ
ତୁ ବୁଝିବୁକି ନ ବୁଝିବୁ ମୁ ଜାଣେ ନାହିଁ
ଗାଉଛି ମୁ ଗୀତ ତୋରି ପାଇଁ
ଗାଉଛି ମୁ ଗୀତ ତୋରି ପାଇଁ
ଖାଲି ବଞ୍ଚିବାର ଟିକେ ଆଶା ନେଇ
ଖାଲି ବଞ୍ଚିବାର ଟିକେ ଆଶା ନେଇ
ଗାଉଛି ମୁ ଗୀତ ତୋରି ପାଇଁ
ଗାଉଛି ମୁ ଗୀତ ତୋରି ପାଇଁ
ତୋରି ପାଇଁ ତୋରି ପାଇଁ ତୋରି ପାଇଁ

Tu Kete Bhala Pau Se Katha Janena Odia Song Lyrics In Odia Language

Thank You

Comments