tu rusile mo akhiru odia song lyrics in odia language

ODIA SONG LYRICS

ତୁ ରୂଷିଲେ ମୋ ଆଖିରୁ
ଝରେ ଧନ ଲୁହର ଧାରା

Tu rusile Mo Akhiru Jhare Dhana Odia Song Lyrics In Odia Language

ତୁ ରୂଷିଲେ ମୋ ଆଖିରୁ
ତୁ ରୂଷିଲେ ମୋ ଆଖିରୁ
ଝରେ ଧନ ଲୁହର ଧାରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା
ତୁ ହସିଲେ ମୋ ଘର ସାରା
ତୁ ହସିଲେ ମୋ ଘର ସାରା
ଝରି ପଡେ କଅଁଳ ଖରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା



ଆରେ ମୋ ବିସିକେଶନ ହୃଦୟ ଚନ୍ଦନ
ତୁ ମୋ ନୟନ ମଣି ଦେହର ଜୀବନ
ଆରେ ମୋ କାଳିଆ ମୋତି
ମୋ ଆଖିର ଜ୍ୟୋତି
ତୋ ଖୁସିରେ ଦିନ ମୋର
ତୋ ଖୁସିରେ ରାତି
ତୁ ଝୁଣ୍ଟିଲେ ମୋ ଛାତିରୁ
ତୁ ଝୁଣ୍ଟିଲେ ମୋ ଛାତିରୁ
ଉଠେ ଧନ କୋହର ଧାରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା



ତୁ ମୋ ଆଖିର ତାର ମନର ଚନ୍ଦ୍ରମା
ତୋ ରୁପକୁ ଭାଷା ନାହିଁ ନାହିଁରେ ଉପମା
ଧନ୍ୟ ମୁ ହେଇଯାଇଚି ତତେ ରେ ମୁଣ୍ଡେଇ
ମରିଲେ ନବୁ ମଶାଣି କାନ୍ଧରେ କାନ୍ଧେଇ
ତୁ ଶୋଇଯା ମୋ କୋଳରେ
ତୁ ଶୋଇଯା ମୋ କୋଳରେ
ଚେଇଁ ଥିବି ରାତିଟା ସାରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା
ଘୁମ ଘୁମ ଘୁମୁରା ଘୁମ ଘୁମ ଘୁମୁରା
ତୁ ରୂଷିଲେ ମୋ ଆଖିରୁ
ତୁ ରୂଷିଲେ ମୋ ଆଖିରୁ
ଝରେ ଧନ ଲୁହର ଧାରା

Tu Rusile Mo Akhiru Jhare Dhana Odia Song Lyrics In Odia Language

Thank You

Comments