tuma othare thila odia song lyrics in odia language

Odia Song Lyrics

ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା

tuma othare thila odia song lyrics in odia language


ହେ ହେ ହେ ହେ ହେ ହେ
ଆହା ହା ହା ହା ହା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା 
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହି ପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମତେ ଭଲ ପାଅନା
ଯେତେ ବୁଝାଇଲେ ଯାହା ବି କରିଲେ
ମୋ ମନ କାହିଁକି ମାନେନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହିପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମତେ ଭଲ ପାଅନା
ହେ ହେ ହେ ହେ ହେ ହେ
ଆହା ହା ହା ହା ହା


ମୋ ହାତରେ ହାତ ଦେଇ ଚାଲି ଯାଉଥିଲ ତୁମେ
ମୋ ଛାତିରେ ମଥା ରଖି ଶୋଇ ଯାଉଥିଲ ତୁମେ
ମୋ ହାତରେ ହାତ ଦେଇ ଚାଲି ଯାଉଥିଲ ତୁମେ
ମୋ ଛାତିରେ ମଥା ରଖି ଶୋଇ ଯାଉଥିଲ ତୁମେ
ମୋ ସାଥିରେ ମିଶିବାକୁ ଭଲ ପାଉଥିଲ ତୁମେ
ଆଜି ପୁଣି ମତେ କାହିଁ ଛାଡି ଚାଲିଗଲ ତୁମେ
ଏ ପାହାଡ ଜାଣେ ଏ ଆକାଶ ଜାଣେ
ଆଉ ଜାଣେ ଏଇ ଝରଣା
ମୁଁ ତୁମ ବିନା ବଞ୍ଚି ପାରେନା
ମୁଁ ତୁମ ବିନା ବଞ୍ଚି ପାରେନା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହିପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମୋତେ ଭଲ ପାଅନା
ହେ ହେ ହେ ହେ ହେ ହେ
ଆହା ହା ହା ହା ହା


ଆଜି ଏଠି ତୁମେ ନାହଁ ଅଛି ଖାଲି ତୁମ ସ୍ମୃତି
ଦିନ କାଟିବା ଯେ କଷ୍ଟ କେମିତି କଟିବ ରାତି
ଆଜି ଏଠି ତୁମେ ନାହଁ ଅଛି ଖାଲି ତୁମ ସ୍ମୃତି
ଦିନ କାଟିବା ଯେ କଷ୍ଟ କେମିତି କଟିବ ରାତି
ଅନ୍ୟର ବୋହୁ ସାଜିବା ଯଦି ଥିଲା ତୁମ ଇଛା
ହାତ ମୋର ଧରି ତୁମେ କାହିଁ କରିଥିଲ ସାଥି
କହି ପାରିବ କି ଭଲ ପାଇବାର
କାହିଁକି କରିଲ ଛଳନା
କାହିଁକି କଲ ଏ ପ୍ରତାରଣା
କାହିଁକି କଲ ଏ ପ୍ରତାରଣା

ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହିପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମତେ ଭଲ ପାଅନା
ଯେତେ ବୁଝାଇଲେ ଯାହା ବି କରିଲେ
ମୋ ମନ କାହିଁକି ମାନେନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ହେ ହେ ହେ ହେ ହେ ହେ
ହେ ହେ ହେ ହେ ହେ ହେ

tuma othare thila dine mora naa odia song lyrics in odia language




Thank You


Comments