Ae Ali Srichhamure Odia Song Lyrics In Odia Language

ODIA SONG LYRICS

ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ

Ae Ali Srichhamure Odia Song Lyrics In Odia Language


ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ମାଳି କଲ ମତେ ଯୋଉ ବଗିଚାରେ
ସେ ବଗିଚା ଯଦି ଅଦିନେ ଉଜୁଡେ
ଅନେଇବ ଟିକେ ଚକା ଆଖିରେ
ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ


ବଡ ପୁଅ ମୋର ବାର ବରଷର
ସାନକୁ ପୂରିନି ଛଅ
ମୁଁ ଯଦି ଯାଏ ଅଦିନେ ବାହୁଡ଼ି
ଝୁରିବେ ଝରାଇ ଲୁହ
ବଡ ପୁଅ ମୋର ବାର ବରଷର
ସାନକୁ ପୂରିନି ଛଅ
ମୁଁ ଯଦି ଯାଏ ଅଦିନେ ବାହୁଡ଼ି
ଝୁରିବେ ଝରାଇ ଲୁହ
ଅଧା ପାଗଳୀଟେ ଦେଲ ଘରଣୀଟେ
ଆପେ ଆପେ ରୁଷେ ଆପେ ଆପେ ହସେ  
ରଖିଥିବ ଟିକେ ତୁମ ନଜରେ
ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ


ମୁଁ ଅଛି ବୋଲି ଭାଇମାନେ ସିନା
ଆଦର କରନ୍ତି ଆଜି
ହେଇପାରେ କାଲି ମୁଁ ଥିବି ନାହିଁ
ରହିବେ ଭଗାରୀ ସାଜି
ଓ... ମୁଁ ଅଛି ବୋଲି ଭାଇମାନେ ସିନା
ଆଦର କରନ୍ତି ଆଜି
ହେଇପାରେ କାଲି ମୁଁ ଥିବି ନାହିଁ
ରହିବେ ଭଗାରୀ ସାଜି
ତମ ହାତେ ଦେଲି ମୋ ସଂସାର ଟେକି 
ତମକୁ ମୋ ରାଣ ଦବ ନାହିଁ ଠକି 
ଆସୁଥିବ ଟିକେ ମୋ ଦୁଆରେ
ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ

ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ସ୍ରିଛାମୁରେ
ମାଳି କଲ ମତେ ଯୋଉ ବଗିଚାରେ
ସେ ବଗିଚା ଯଦି ଅଦିନେ ଉଜୁଡେ
ଅନେଇବ ଟିକେ ଚକା ଆଖିରେ
ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଠାକୁରେ....ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ
ଏଇ ଅଳି ଶ୍ରୀଛାମୁରେ


Thakure Ehi Ali Srichhamure Odia Song Lyrics In Odia Language


Thank You


Comments